33.1 C
Bhubaneswar
Monday, May 20, 2024
Homeଓଡିଶାଆୟକର ଚଢ଼ାଉ: ୨ କୋଟିରୁ ଅଧିକ ଜବତ

ଆୟକର ଚଢ଼ାଉ: ୨ କୋଟିରୁ ଅଧିକ ଜବତ

ଭୁବନେଶ୍ବର: ରାଜଧାନୀରେ ବଡ଼ ଧରଣର ଆୟକର ଚଢ଼ାଉ। ୨ କୋଟିରୁ ଅଧିକ ଟଙ୍କା ଜବତ ହୋଇଥିବା କୁହାଯାଉଛି। ବୁଦ୍ଧେଶ୍ବରୀ କଲୋନୀର ପ୍ଲଟ୍ ନମ୍ବର ୭୬୫ରେ ଥିବା ଜୈନ ମିଡ଼ିଆରେ ଏହି ଚଢ଼ାଉ ଜାରି ରହିଛି। ଏହି ଫ୍ଲେକ୍ସ ପ୍ରିଣ୍ଟ୍‌ ପ୍ରେସ୍‌ରେ ‌ରାଜନୈତିକ ଦଳର ପ୍ରଚାର ପାଇଁ ଫ୍ଲେକ୍ସ ପ୍ରିଣ୍ଟ୍‌ କରାଯାଉଥିଲା। ‌

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking