37.1 C
Bhubaneswar
Monday, May 20, 2024
Homeଅପରାଧଟୁଟୁ ନୟକଙ୍କ ନାଁରେ ଗୁଗୁତର ଅଭିଯାଗ

ଟୁଟୁ ନୟକଙ୍କ ନାଁରେ ଗୁଗୁତର ଅଭିଯାଗ

ଭୁବନେଶ୍ୱର : ପ୍ରଯୋଜକ ଟୁଟୁ ନୟକଙ୍କ ବିରୋଧରେ ଗୁଗୁତର ଅଭିଯାଗ । ମାଡ ମାରିବାର ଅଭିଯୋଗ କଲେ ମହିଳା ସାମ୍ବାଦିକା । ଅଭିଯୋଗ ପରେ ଖାରବେଳ ନଗର ଥାନାରେ ମାମଲା ରୁଜୁ । ସିସିଟିଭି ଅଧାରରେ ତଦନ୍ତ ଆରମ୍ଭ କଲା ପୋଲିସ । ଏନେଇ ଟୁଟୁ ନାୟକଙ୍କ ପ୍ରତିକ୍ରିୟା ମିଳିପାରିନାହିଁ । ଏହାକୁ ନେଇ ସାମ୍ବାଦିକା ବାଡେଇବା ଅଧିକାର କିଏ ଦେଲା ବୋଲି କହିଛନ୍ତି । କାନ୍ଦି କାନ୍ଦି ଗଣମାଧ୍ୟମ ଆଗରେ ଅଭିଯୋଗ ଅଣିଛନ୍ତି ସାମ୍ବାଦିକା । କଣ ପାଇଁ ମୋତେ ବାଡେଇଲେ ମୋତେ ଜଣା ନାହିଁ । ପଛପଟୁ ଆସି ବାଡେଇଲେ, ତାଙ୍କୁ ଏ ଅଧିକାର କିଏ ଦେଲା ବୋଲି କହିଛନ୍ତି । ତାଙ୍କ ବିରୋଧରେ କର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି କହିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking