37.1 C
Bhubaneswar
Monday, May 20, 2024
Homeଓଡିଶାନବୀନଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଞ୍ଜରୀ ସିଂ

ନବୀନଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଞ୍ଜରୀ ସିଂ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନଙ୍କୁ ପ୍ରଶ୍ନ କଲେ ଅଦ୍ରିଜା ମଂଜରୀ ସିଂହଦେବ । ଅର୍କେଶ ସିଂହଦେଓଙ୍କ ପତ୍ନୀ ତଥା ଏୟୁ ସିଂଦେଓଙ୍କ ବୋହୂ ହେଉଛନ୍ତି ଅଦ୍ରିତା । ମୋ ନିର୍ଯାତନା ଜାଣି କିଭଳି ପରିବାରକୁ ଟିକେଟ ଦେଲେ ବୋଲି ପଚାରିଲେ । ନବୀନ ବାବୁ ମହିଳାଙ୍କ ଉନ୍ନତି ପାଇଁ କାମ କରୁଥିବା କହିଛନ୍ତି । ମୋ ଉପରେ ସେ ପରିବାର ଅତ୍ୟାଚାର କଥା ସେ ଜାଣିଛନ୍ତି । ସବୁ କଥା ଜାଣି କିଭଳି ସେ ପରିବାରର ଜଣକୁ ଟିକେଟ ଦେଲେ । ଯଦି ମୋତେ ନ୍ୟାୟ ମିଳୁନି, ଅନ୍ୟମାନଙ୍କ ଅବସ୍ଥା କଣ ଥିବ । ମୁଁ ବଲାଙ୍ଗିରରେ ବୁଲିବି, ମୋ ନିର୍ଯାତନା କାହାଣୀ ଲୋକଙ୍କୁ କହିବି । ତେବେ ରାଜନୀତିରେ କୌଣସି ରୁଚି ନଥିବା ସ୍ପଷ୍ଟ କରିଛନ୍ତି ଅଦ୍ରିଜା । ମୁଁ କୌଣସି ଦଳ ପାଇଁ ଆସିନି, ମୁଁ ନ୍ୟାୟ ପାଇବାକୁ ଚାହୁଁଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking