29.1 C
Bhubaneswar
Sunday, May 5, 2024
Homeଓଡିଶାସଟ୍ ସର୍କିଟରୁ ଦୋକାନରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ସଟ୍ ସର୍କିଟରୁ ଦୋକାନରେ ଲାଗିଲା ନିଆଁ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ନଷ୍ଟ

ଧର୍ମଗଡ: ସର୍ଟ ସର୍କିଟରୁ ଲାଗିଲା ନିଆଁ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ଭବାନିପାଟଣା ସହର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଥିବା ଏକ ଗ୍ରୋସରୀ ଦୋକାନରେ ବିଳମ୍ବିତ ରାତିରେ ଲାଗିଲା ନିଆଁ ପୋଲିସ ପେଟ୍ରୋଲିଂ ସମୟରେ ଦୋକାନରୁ ଧୁଆଁ ବାହାରୁଥିବା ଦେଖିବାକୁ ପାଇଥିଲେ ପରେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ତୁରନ୍ତ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା ହେଲେ ଦୋକାନରେ ଥିବା ଫ୍ରିଜ, ଟଙ୍କା ସମେତ ସବୁ ସାମଗ୍ରୀ ଜଳି ପୋଡି ପାଉଁଶ ହୋଇଯାଇଛି ସର୍ଟ ସର୍କେଟ ଯୋଗୁଁ ନିଆଁ ଲାଗିଥିବା ଅନୁମାନ କରାଯାଉଛି ତେବେ ଜଳିଥିବା ଦୋକାନ ସୁଶାନ୍ତ କୁମାର ନାଏକଙ୍କ ଦୋକାନ ବୋଲି ଜଣାପଡିଛି

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking