33.1 C
Bhubaneswar
Thursday, October 1, 2026
Homeଓଡିଶାବିଶୃଙ୍ଖଳାକାରୀ ହୁସିଆର, ଆକ୍ସନ ନେବି: ନବୀନ

ବିଶୃଙ୍ଖଳାକାରୀ ହୁସିଆର, ଆକ୍ସନ ନେବି: ନବୀନ

ଭୁବନେଶ୍ୱର: ନିଜ ନିର୍ବାଚନ ମଣ୍ଡଳୀ ନେତାଙ୍କ ବାବଦରେ ନବୀନଙ୍କ ବଡ ବୟାନ । କହିଲେ ହିଞ୍ଜିଳିରେ ଅଛନ୍ତି ବିଶୃଙ୍ଖଳାକାରୀ । ତେବେ କିଏ ସେହି ବିଶୃଙ୍ଖଳାକାରୀ ସ୍ପଷ୍ଟ କଲେନି । କହିଲେ ଶେରଗଡରେ କିଛି ଅଛନ୍ତି, ଯେଉଁମାନେ ବିଶୃଙ୍ଖଳା ଓ ବଦମାସ କରୁଛନ୍ତି । ମୁଁ ସବୁ ଜାଣିଛି, ଠିକ ସମୟରେ ସେମାନଙ୍କ ଉପରେ ଆକ୍ସନ ନେବି । ନବୀନଙ୍କ ବୟାନ ପରେ ବଢିଲା ଚର୍ଚ୍ଚା , କିଏ ସେହି ବିଶୃଙ୍ଖଳାକାରୀ । ଗତକାଲି ନବୀନ ନିବାସରେ ନିଜ ନିର୍ବାଚନ ମଣ୍ଡଳୀ ନେତାଙ୍କୁ ଏପରି କିଛଇ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking