ନୂଆଦିଲ୍ଲୀ: ଏସୀୟ କ୍ରୀଡା ୨୦୨୬ର ଫାଇନାଲ ମ୍ୟାଚ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଭାରତ ସେମିଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛି । ପାକିସ୍ତାନ ପୂର୍ବରୁ ଫାଇନାଲ ପାଇଁ ଯୋଗ୍ୟତା ଅର୍ଜନ କରିଥିଲା । ଏବେ ଏହି ଦୁଇ ଦଳ ସ୍ୱର୍ଣ୍ଣ ପଦକ ପାଇଁ ପରସ୍ପର ମୁହାଁମୁହିଁ ହେବେ । ସ୍ୱର୍ଣ୍ଣ ପଦକ ପାଇଁ ମ୍ୟାଚ ୩ ଅକ୍ଟୋବରରେ ଅନୁଷ୍ଠିତ ହେବ । ଏସୀୟ କ୍ରୀଡା ୨୦୨୬ର ଫାଇନାଲ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବ । ଟିମ ଇଣ୍ଡିଆ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛଇ । ଏବେ ସ୍ୱର୍ଣ୍ଣ ପଦକ ପାଇଁ ଅକ୍ଟୋବର ୩ରେ ହେବ ମ୍ୟାଚ ।










