31.1 C
Bhubaneswar
Monday, September 28, 2026
Homeଓଡିଶାବାଲେଶ୍ୱରରେ ଭୁଶୁଡ଼ିଲା ଐତିହାସିକ କୋଠା

ବାଲେଶ୍ୱରରେ ଭୁଶୁଡ଼ିଲା ଐତିହାସିକ କୋଠା

ବାଲେଶ୍ୱର: ବାଲେଶ୍ୱର ଦାମୋଦରପୁରରେ ଭୁଶୁଡ଼ି ପଡ଼ିଲା ୩ଶହ ବର୍ଷର ପୁରୁଣା ଦୁଇ ମହଲା କୋଠା । ଏହି ପୁରୁଣା କୋଠାରେ ରହି ପାଠ ପଢୁଥିଲେ ଓଡ଼ିଆ ଭାଷାର ଯଶସ୍ୱୀ ସାହିତ୍ୟିକ ଫକୀରମୋହନ ସେନାପତି । ଲଗାଣ ବର୍ଷା ଯୋଗୁଁ କୋଠାଟି ଭୁଶୁଡ଼ି ପଡ଼ିଥିବା କୁହାଯାଉଛି ।ତେବେ ଘଟଣାରେ କେହି ଆହତ ହୋଇନାହାନ୍ତି । ବାଚୁ କେଶବ ରାଓଙ୍କ ପରିବାରର ପିଢ଼ି ପରେ ପିଢ଼ି ଏହି କୋଠାରେ ରହିଆସୁଛନ୍ତି । କୋଠାର ଗୋଟିଏ ପାର୍ଶ୍ୱରେ ଲୋକେ ରହୁଥିବା ବେଳେ ଅନ୍ୟ ପାର୍ଶ୍ୱର ଅଧା କୋଠା ଭୁଶୁଡ଼ି ପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking