27.1 C
Bhubaneswar
Tuesday, September 22, 2026
Homeଓଡିଶାପୁଣି ବିରୋଧୀଙ୍କ ହଟ୍ଟଗୋଳ: ଆସନ୍ତାକାଲି ଯାଏଁ ଗୃହ ମୁଲତବି

ପୁଣି ବିରୋଧୀଙ୍କ ହଟ୍ଟଗୋଳ: ଆସନ୍ତାକାଲି ଯାଏଁ ଗୃହ ମୁଲତବି

ଭୁବନେଶ୍ୱର: ପୁଣି ବିରୋଧୀଙ୍କ ହଟ୍ଟଗୋଳ ପାଇଁ କାଲି ଯାଏଁ ଗୃହ ମୁଲତବି । ଏମଏମଡିଆର ବିଲ ଓ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ହଟ୍ଟଗୋଳ କରିଛନ୍ତି । ଏନେଇ ଆସନ୍ତାକାଲି ଯାଏଁ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚାଲିପାରିଲାନି ଗୃହ । ଧୋଇ ହୋଇଗଲା ପ୍ରଶ୍ନକାଳ । ବିରୋଧୀଙ୍କ ହଟ୍ଟଗୋଳ ପରେ ବାଚସ୍ପତି ବାରମ୍ବାର ମୁଲତବୀ ଘଓ,ମା କରୁଥିଲେ । ତେବେ ବଡ କଥା ହେଉଛି , ଆସନ୍ତାକାଲି ଦ୍ୱିତୀୟ ଦିନରେ ଗୃହ କାର୍ଯ୍ୟ ଚାଲିବ ନା ଏଭଳି ଅଚଳ ରହିବ ତାହା ଏବେ ବଡ ପ୍ରଶ୍ନ । ଏହି ଅଧିବେଶନରେ ମୋଟ ୯ଟି କାର୍ଯ୍ୟ ଦିବସ ରହିଛି । ଅକ୍ଟୋବର ୩ ଯାଏଁ ଚାଲିବ ବିଧାନସଭା ମୌସୁମୀ ଅଧିବେଶନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking