27.1 C
Bhubaneswar
Tuesday, September 22, 2026
Homeଓଡିଶାପ୍ରବଳ ବର୍ଷା: ଗଜପତିରେ ସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ

ପ୍ରବଳ ବର୍ଷା: ଗଜପତିରେ ସବୁ ପର୍ଯ୍ୟଟନସ୍ଥଳୀ ବନ୍ଦ

ଗଜପତି: ଗଜପତି ଜିଲ୍ଲାରେ ବନ୍ଦ ରହିବ ସବୁ ପର୍ଯ୍ୟଟନସ୍ଥଳୀ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଘୋଷଣା କରିଛନ୍ତି ।ଗଜପତିରେ ଅନେକ ଭୂସ୍ଖଳନ ପ୍ରବଣ ଅଞ୍ଚଳ ଥିବାରୁ, ପ୍ରଶାସନ ଜିଲ୍ଲାର 140 ଟି ଚିହ୍ନଟ ସ୍ଥାନ ଉପରେ ସ୍ୱତନ୍ତ୍ର ନଜର ରଖିଛି ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଅଧିକାରୀମାନେ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି। ଅନ୍ୟପଟେ ଗଞ୍ଜାମ , କନ୍ଧମାଳକୁ ସଂଯୋଗ କରୁଥିବା କଳିଙ୍ଗା ଘାଟିକୁ ମଧ୍ୟ ୨ ଦିନ ନ ଯିବାକୁ ପରାମର୍ଶ ଦିଆଯାଇଛି । ଅବପାତ ପ୍ରଭାବରେ ଭଞ୍ଜନଗରରେ ତୁହାକୁତୁହା ବର୍ଷା ହେଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking