27.1 C
Bhubaneswar
Tuesday, September 22, 2026
Homeଓଡିଶାପଞ୍ଚାନନଙ୍କୁ ପୃଥ୍ୱୀରାଜଙ୍କ କଡା ଜବାବ

ପଞ୍ଚାନନଙ୍କୁ ପୃଥ୍ୱୀରାଜଙ୍କ କଡା ଜବାବ

ଭୁବନେଶ୍ୱର: ପଞ୍ଚାନନ କାନୁନଗୋଙ୍କ ମନ୍ତବ୍ୟ ଉପରେ ଆଇନମନ୍ତ୍ରୀ ପୃଥୀରାଜଙ୍କ କଡା ଜବାବ । କହିଲେ ମହାପ୍ରଭୁଙ୍କ ଜମି ମୋ ନାଁରେ ଥିଲେ ରାଜନୀତିରୁ ଅବସର ନେଇଯିବି । ଗୋଟିଏ ଇଞ୍ଚ ଜମି ଯଦି ମୋ ନାଁରେ ଥିବ, ତାହାଲେ ଅବସର ନେଇଯିବି । ପୂର୍ବତମ ମନ୍ତ୍ରୀ ପଞ୍ଚାନନ କାନୁନଗୋଙ୍କ ଏଭଳି ମନ୍ତବ୍ୟ ଦୁର୍ଭାଗ୍ୟଜନକ । ଏହାକୁ ପ୍ରମାଣ କରିଦେଲେ ରାଜନୀତିରୁ ସନ୍ୟାସ ନେଇଯିବି କହିଲେ ପୃଥ୍ୱୀରାଜ ହରିଚନ୍ଦନ । ମିଥ୍ୟା ଅପପ୍ରଚାର କଲେ ଆଇନର ଆଶ୍ରୟ ନେବାକୁ ମନ୍ତ୍ରୀ ଚେତାବନୀ ଦେଇଛନ୍ତି । ଆଇନ ମନ୍ତ୍ରୀ ଓ ତାଙ୍କ ପରିବାର ନାଁରେ ଜଗନ୍ନାଥଙ୍କ ଜମି ଅଛି କି ନାହିଁ ଶପଥ କରି କୁହନ୍ତି କହିଥିଲେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking