29.1 C
Bhubaneswar
Sunday, March 16, 2025
Homeଓଡିଶାଅଶୋକଙ୍କ ଧର୍ମପଦ ଉପାଖ୍ୟାନ

ଅଶୋକଙ୍କ ଧର୍ମପଦ ଉପାଖ୍ୟାନ

ଭୁବନେଶ୍ୱର: ହୋଲିରେ ବରିଷ୍ଠ ବିଜେଡି ନେତା ଅଶୋକ ପଣ୍ଡାଙ୍କ ଧର୍ମପଦ ଉପାଖ୍ୟାନ । ବିପଯ୍ୟୟକୁ ନେଇ ତଥାକଥିତ ଆଗଧାଡିର ନେତାଙ୍କୁ ଟାର୍ଗେଟ କଲେ । ୧୨ ଶହ ବଢେଇରେ ଦାୟ ନା ପୁଅରେ ଦାୟ କହିଲେ ଅଶୋକ । ଯଦି କିଛି ଅସନ୍ତୁଷ୍ଟ ଅଛନ୍ତି ଆମେ ଦାୟିତ୍ୱରୁ  ଓହରିଯାଇ ଅନ୍ୟକୁ ସୁଯୋଗ ଦେବା ।  ଆମେ ଟିକେ ଦୂରେଇ ଯିବା , ଦୂରରୁ ଥାଇ ଦେଖିବା କହିଛନ୍ତି ଅଶୋକ । ଆହୁରି କହିଛନ୍ତି ଆମେ ନେତା ନବୀନଙ୍କୁ ଫ୍ରି ହ୍ୟାଣ୍ଡ ଦେବା । ଆମ ଭିତରେ ମତାନ୍ତର ମନାନ୍ତର ବି ଅଛି । ତାକୁ ଭୁଲି ଏକାଠି ଆଗକୁ ଯିବା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking