ଭାରତ ସାମ୍ୱାଦିକଙ୍କ ପାଇଁ ସବୁଠାରୁ ବିପଜ୍ଜନକ ଦେଶ
ମଇ 3 ବିଶ୍ଵ ପ୍ରେସ୍ ଦିବସ ଅବସରରେ
ରବି ରଥ
ଗଣତାନ୍ତ୍ରିକ ବ୍ୟବସ୍ଥାରେ 4ର୍ଥ ସ୍ତମ୍ଭ କୁହାଯାଉଥିବା ଗଣମାଧ୍ୟମ ତିନୋଟି ଯାକ ସ୍ତମ୍ଭକୁ ପରାମର୍ଶ ଓ ଠିକ୍ ବାଟରେ ପରିଚାଳନା ପାଇଁ ଦିଗଦର୍ଶନ ଦେବା ଏହାର ପ୍ରଥମ ଲକ୍ଷ୍ୟ ଓ ଆଦର୍ଶ ଆଜି ସମାଜରେ ଗଣମାଧ୍ୟମ ତା’ର ଲକ୍ଷ୍ୟ ଓ ଆଦର୍ଶରୁ କ୍ରମଶଃ ବିଚୁ୍ୟତ ହେବା ଘଟଣା ମୂଲ୍ୟବୋଧଭିତ୍ତିକ ଗଣତନ୍ତ୍ର ବିପର୍ଯ୍ୟସ୍ତ ଆଡ଼କୁ ହେବାକୁ ଲାଗିଛି ଏକ ସମୟରେ ସମାଜରେ ସାମ୍ୱାଦିକମାନଙ୍କ ସମ୍ମାନ ବହୁ ଉଚ୍ଚରେ ଥିଲା ଏବଂ ସାଧାରଣ ଜନତା ସାମ୍ୱାଦିକଙ୍କୁ ଭୟ କରୁଥିଲେ ଏବଂ ସମ୍ମାନ ମଧ୍ୟ ଦେଉଥିଲେ ଆଜି ଆମ ଦେଶର ଗଣମାଧ୍ୟମ ଏପରି ଦିଗହରା ଓ ନିମ୍ନମୁଖୀ ହୋଇଛି ଯେ ସମଗ୍ର ଦେଶରେ ସାମ୍ବାଦିକମାନେ ନିରପେକ୍ଷ ରହିବା ବଦଳରେ ଦଳୀୟ ଭିତ୍ତିରେ ଭାଗ ଭାଗ ହେବାକୁ ବାଧ୍ୟ ହୋଇଛନ୍ତି
ବିଶ୍ଵରେ ସାମ୍ବାଦିକଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା କମିଟି ଟୁ ପ୍ରୋଟେକ୍ଟ ଜର୍ଣ୍ଣାଲିଷ୍ଠ ତଥ୍ୟ ଅନୁସାରେ, ଗତ ବର୍ଷ ଖବର ସଂଗ୍ରହ କରୁଥିବା ସମୟରେ ସଭା ପୃଥିବୀରେ 129 ଜଣ ସାମ୍ବାଦିକ ହତ୍ୟା ଶିକାର ହୋଇଛନ୍ତି । ଏହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ସଂଖ୍ୟା ଯାହାଳି ପୂର୍ବ ବର୍ଷଗୁଡ଼ିକର ସଂଖ୍ୟାକୁ ବି ଅତିକ୍ରମ କରିଛି ।
ସବୁଠାରୁ ଉଲ୍ଲେଖନୀୟ ହେଲା, ହତ୍ୟାର ଶିକାର ହୋଇଥିବା ସାମ୍ବାଦିକମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଜନ୍ଦ୍ରା ଏଇ ଦ୍ଵାରା ହୋଇଥିବା ଆକ୍ରମଣ ଫଳରେ ମୃତ୍ୟୁବରଣ କରିଛନ୍ତି । ରିପୋର୍ଟ କହୁଛି ଯେ 2025 ମସିହାରେ ଲଗାତାର ଦ୍ଵିତୀୟ ବର୍ଷ ପାଇଁ ବିଶ୍ଵରେ ସାମ୍ବାଦିକଙ୍କ ହତ୍ୟାର ସଂଖ୍ୟା ବୃଦ୍ଧି ପାଇଛି । 129 ଜଣ ମଧ୍ୟରୁ 75% ଠାରୁ ଅଧିକ ଯୁଦ୍ଧକ୍ଷେତ୍ର କିମ୍ବା ସଂଘର୍ଷ ପୀଡ଼ିତ ଅଞ୍ଚଳରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ୍ ବ୍ୟତୀତ, ଗୃହସୁଦ୍ଧ ସମୟରେ ସୁଦାନରେ 9 ଜଣ ସାମ୍ବାଦିକ ନିହତ ହୋଇଥିଲା ବେଳେ ୟୁକ୍ରେନରେ ଉକ୍ଷର ସେନା ଆକ୍ରମଣ ଦ୍ଵାରା 4 ଜଣ ପ୍ରାଣ ହରାଇଛନ୍ତି । ଏପରି ମୃତ୍ୟୁଗୁଡ଼ିଳ ସ୍ଥାନୀୟ ସ୍ତରରେ କାମ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଗୁରୁତର ଚିନ୍ତା ଉତ୍ପନ୍ନ କରିଛି ।
ଗତ ଦଶବର୍ଷ ଧରି ଭାରତ ଓ ମେକ୍ସିକୋ ପରି ଦେଶଗୁଡ଼ିକରେ ପ୍ରତିବର୍ଷ କମ୍ରେ କମ୍ ଜଣେ ସାମ୍ବାଦିକ ହତ୍ୟା ହେବା ଏକ ନିୟମିତ ପ୍ରବଣତା ହୋଇପଡ଼ିଛି । ରିପୋର୍ଟ ଅନୁସାରେ, ଭାରତ ସମ୍ମାନିକଙ୍କ ପାଇଁ ସବୁଠାରୁ ବିପଜନକ ଦେଶ ମଧ୍ୟରେ ସ୍ଥାନିତ, ଯେଉଁଠାରେ ପ୍ରତି ବର୍ଷ
ବିଶ୍ଵରେ ସାମ୍ବାଦିକଙ୍କ ସ୍ବାର୍ଥରେ କାର୍ଯ୍ୟ କରୁଥିବା କମିଟି ଟୁ ପ୍ରୋଟେକ୍ଟ କର୍ଶାଲିଷ୍ଠ ତଥ୍ୟ ଅନୁସାରେ, ଗତ ବର୍ଷ ଖବର ସଂଗ୍ରହ କରୁଥିବା ସମୟରେ ସଭା ପୃଥିବୀରେ 129 ଜଣ ସାମ୍ବାଦିକ ହତ୍ୟା ଶିକାର ହୋଇଛନ୍ତି । ଏହା ଏପର୍ଯ୍ୟନ୍ତ ରେକର୍ଡ ହୋଇଥିବା ସର୍ବାଧିକ ସଂଖ୍ୟା ଯାହାଳି ପୂର୍ବ ବର୍ଷଗୁଡ଼ିକର ସଂଖ୍ୟାକୁ ବି ଅତିକ୍ରମ କରିଛି ।
ସବୁଠାରୁ ଉଲ୍ଲେଖନୀୟ ହେଲା, ହତ୍ୟାର ଶିକାର ହୋଇଥିବା ସାମ୍ବାଦିକମାନଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ କେବଳ ଜନ୍ଦ୍ରା ଏଇ ଦ୍ଵାରା ହୋଇଥିବା ଆକ୍ରମଣ ଫଳରେ ମୃତ୍ୟୁବରଣ କରିଛନ୍ତି । ରିପୋର୍ଟ କହୁଛି ଯେ 2025 ମସିହାରେ ଲଗାତାର ଦ୍ଵିତୀୟ ବର୍ଷ ପାଇଁ ବିଶ୍ଵରେ ସାମ୍ବାଦିକଙ୍କ ହତ୍ୟାର ସଂଖ୍ୟା ବୃଦ୍ଧି ପାଇଛି । 129 ଜଣ ମଧ୍ୟରୁ 75% ଠାରୁ ଅଧିକ ଯୁଦ୍ଧକ୍ଷେତ୍ର କିମ୍ବା ସଂଘର୍ଷ ପୀଡ଼ିତ ଅଞ୍ଚଳରେ କାର୍ଯ୍ୟରତ ଥିବାବେଳେ ମୃତ୍ୟୁବରଣ କରିଛନ୍ତି । ଇସ୍ରାଏଲ୍ ବ୍ୟତୀତ, ଗୃହସୁଦ୍ଧ ସମୟରେ ସୁଦାନରେ 9 ଜଣ ସାମ୍ବାଦିକ ନିହତ ହୋଇଥିଲା ବେଳେ ୟୁକ୍ରେନରେ ଉକ୍ଷର ସେନା ଆକ୍ରମଣ ଦ୍ଵାରା 4 ଜଣ ପ୍ରାଣ ହରାଇଛନ୍ତି । ଏପରି ମୃତ୍ୟୁଗୁଡ଼ିଳ ସ୍ଥାନୀୟ ସ୍ତରରେ କାମ କରୁଥିବା ସାମ୍ବାଦିକମାନଙ୍କ ସୁରକ୍ଷା ନେଇ ଗୁରୁତର ଚିନ୍ତା ଉତ୍ପନ୍ନ କରିଛି ।
ଗତ ଦଶବର୍ଷ ଧରି ଭାରତ ଓ ମେକ୍ସିକୋ ପରି ଦେଶଗୁଡ଼ିକରେ ପ୍ରତିବର୍ଷ କମ୍ରେ କମ୍ ଜଣେ ସାମ୍ବାଦିକ ହତ୍ୟା ହେବା ଏକ ନିୟମିତ ପ୍ରବଣତା ହୋଇପଡ଼ିଛି । ରିପୋର୍ଟ ଅନୁସାରେ, ଭାରତ ସମ୍ମାନିକଙ୍କ ପାଇଁ ସବୁଠାରୁ ବିପଜନକ ଦେଶ ମଧ୍ୟରେ ସ୍ଥାନିତ, ଯେଉଁଠାରେ ପ୍ରତି ବର୍ଷ
2025ରେ ଏହି ସଂଖ୍ୟା ହଠାତ ବୃଦ୍ଧି ପାଇ 39ରେ ପହଞ୍ଚିଛି । ଇସ୍ରାଏଲ୍ ସହିତ ୟେମେନ, ସୁଦାନ ଓ ୟୁକ୍ରେନରେ ମଧ୍ୟ କ୍ଲୋନ ଆକ୍ରମଣ ଦ୍ଵାରା ସାମ୍ବାଦିକମାନେ ମୃତ୍ୟୁମୁଖରେ ପଡ଼ିଛନ୍ତି । ଗଣତାନ୍ତ୍ରିକ କୁହାଯାଇଥିବା ଦେଶମାନଙ୍କରେ ମନ୍ତ୍ରୀ କୌଣସି ସକ୍ରିୟ ଯୁଦ୍ଧ ମୋର୍ଚ୍ଚା ନଥିବା ସତ୍ତ୍ବେ ଭାରତ, ଫିଲିପାଇନସ୍ ଓ ମେକ୍ସିକୋ ପରି ଦେଶଗୁଡ଼ିକରେ ସାମ୍ବାଦିକମାନଙ୍କ ପାଇଁ ପରିସ୍ଥିତି ଜୟାବହ ରହିଛି । ଗତ ବର୍ଷ ମେକ୍ସିକୋରେ ସାମ୍ବାଦିକ ହତ୍ୟା ଘଟିଥିଲା ଏବଂ ଫିଲିପାଇନ୍ସରେ 3 ଜଣ ସାମ୍ବାଦିକ ନିଜତ ହୋଇଥିଲେ । ସାମ୍ବାଦିକମାନଙ୍କୁ ହତ୍ୟା କରିବା ସହିତ ସେମାନଙ୍କୁ ଭୟଭୀତ କରିବା ପାଇଁ ପରିବାରର ସଦସ୍ୟମାନଙ୍କୁ ଲକ୍ଷ୍ୟ କରିବାର ଏକ ନିର୍ମମ ପ୍ରବଣତା ମଧ ବଳୁଛି। ଅକ୍ଟୋବର 2023 ପରେ ରାଜାରେ ସାମ୍ବାଦିକମାନଙ୍କର 700ରୁ ଅଧୂକ ପରିବାରର ସଦସ୍ୟ ହତ୍ୟାର ଶିକାର ହୋଇଛନ୍ତି ।
ଅନ୍ୟପଟେ, ଗତ ଡିସେମ୍ବର 1 ତାରିଖ ପର୍ଯ୍ୟନ୍ତ ସାରା ପୃଥିବୀରେ 330 ଜଣ ସାମ୍ବାଦିକ ରାଷ୍ଟ୍ର ଦମନର ଶିକାର ହୋଇ କାରାଗାରରେ ଅଛନ୍ତି । ସର୍ବାଧୂକ ସଂଖ୍ୟା ଥିବା ଦେଶଗୁଡ଼ିକ ମଧ୍ୟରେ ବାଳ (50), ମ୍ୟାନମାର (30) ଏବଂ ଇସ୍ରାଏଲ (29) ଅଟେ । ଭାରତରେ ପୂର୍ବରୁ ଥିବା ଶ୍ରମ ଆଇନ ସବୁ ହଟାଇ ତା ସ୍ଥାନରେ 4ଟି ଶ୍ରମକୋଜ ଲାଗୁ କରିବା ଫଳରେ କର୍ମଜୀବୀ ସମ୍ମାଦିକମାନଙ୍କ ଅନେକ ଅଧିକାର ଉଚ୍ଛେଦ ହୋଇଯାଇଛି ।
ଏକ ବର୍ତ୍ତମାନ ସମଗ୍ର ଭାରତରେ ଗଣମାଧ୍ୟମ ତା’ର ବିଶ୍ବସନୀୟତା ହରାଇଛି ବୋଲି ବିଭିନ୍ନ ଗବେଷଣା ତଥା ସୂଚକାଙ୍କରୁ ଜଣାପଡ଼ିଛି ‘ଦି ରିପୋର୍ଟର୍ସ ଉଇଦାଉଟ୍ ବର୍ଡର୍ସ’ର ବାର୍ଷିକ ବିଶ୍ବ ପ୍ରେସ୍ ସ୍ଵାଧୀନତା ସୂଚକାଙ୍କରେ 2023 ଅନୁସାରେ ଭାରତ 180ଟି ଦେଶ ମଧ୍ୟରେ 161 ସ୍ଥାନରେ ଅଛି ଅର୍ଥାତ୍ ଗଣମାଧ୍ୟମ ସ୍ଵାଧୀନତା ଦୃଷ୍ଟିରୁ 160ଟି ଦେଶ ତଳେ ପୂର୍ବବର୍ଷ 180ଟି ଦେଶ ମଧ୍ୟରେ 150 ସ୍ଥାନରେ ଥିଲା 2014ରେ, ଭାରତ ଏହି ସୂଚକାଙ୍କରେ 140 ଓ 2016ରେ 133 ସ୍ଥାନରେ ଥିଲା ଅର୍ଥାତ୍ 2014ରୁ 2016 ପର୍ଯ୍ୟନ୍ତ ଉନ୍ନତି ଘଟିଲାବେଳେ 2016ରୁ 2023 ମଧ୍ୟରେ 28 ସ୍ଥାନ ନିମ୍ନଗାମୀ ହୋଇଛି । ଅର୍ଥାତ୍ ନରେନ୍ଦ୍ର ମୋଦିଙ୍କ ପ୍ରଥମ ଦୁଇବର୍ଷରେ ଉନ୍ନତି ଘଟିଥିଲା କିନ୍ତୁ ତା’ପରେ ଗଣମାଧ୍ୟମ ସ୍ଵାଧୀନତା କ୍ରମଶଃ ହ୍ରାସ ପାଇଲା ସମ୍ଭବତଃ କ୍ରୂର ବିମୁଦ୍ରାୟନ ଓ ତ୍ରୁଟିପୂର୍ଣ୍ଣ ଜିଏସଟିର କୁପ୍ରଭାବ ଓ ବିଫଳତା ଘୋଡ଼ାଇବାକୁ ଯାଇ ଗଣମାଧ୍ୟମ ଉପରେ ଅଙ୍କୁଶ ଲଗାଗଲା ତାକୁ ସମ୍ମୁଖୀନ ହେବା ପାଇଁ ବିଭିନ୍ନ ଅଣ ବିଜେପି ରାଜ୍ୟ ସରକାର ମଧ୍ୟ ନିଜେ କିଛି ପଦକ୍ଷେପ ନେଲେ ଯାହାଫଳରେ 2016 ପରେ ଭାରତର ଗଣମାଧ୍ୟମ କ୍ରମଶଃ ବିଶ୍ଵସନୀୟତା ହରାଇଲା ପୁନଶ୍ଚ ଯିଏ ସରକାରଙ୍କ ସପକ୍ଷରେ ସମ୍ବାଦ ପରିବେଷଣ କଲା, ତାକୁ ବିଜ୍ଞାପନ ସାଙ୍ଗକୁ ବିଭିନ୍ନ ପ୍ରୋତ୍ସାହନ ମିଳିଲା ।
ଏଠାରେ ଉଲ୍ଳେଖ କରାଯାଇପାରେ, ଭାରତ ବର୍ଷର ବଡ଼ ବଡ଼ ଗଣମାଧ୍ୟମ ଏବଂ ସମ୍ୱାଦପତ୍ରମାନେ ଏକପାଖିଆ ନୀତି ଅବଲମ୍ୱନ କରୁଥିବାରୁ ପ୍ରକୃତରେ ସାମ୍ୱାଦିକତା କଳଙ୍କିତ ହୋଇଗଲାଣି । ଗଣତନ୍ତ୍ରର ସଂସଦୀୟ ବ୍ୟବସ୍ଥା, ଆଇନଗତ ବ୍ୟବସ୍ଥା ଓ ପ୍ରଶାସନିକ ବ୍ୟବସ୍ଥାରେ ସ୍ଵଚ୍ଛତା ନଥିବାରୁ ଆଜି ସାଧାରଣ ଜନତା ନ୍ୟାୟ ପାଇବାରୁ ବଂଚିତ ହେଉଛନ୍ତି । ସମ୍ୱାଦପତ୍ରମାନେ ଏହି ସଂସ୍ଥାମାନଙ୍କୁ ପରାମର୍ଶ ଦେଉନଥିବା ଦୁର୍ଭାଗ୍ୟର ବିଷୟ । ମୋଟାମୋଟି ଭାବେ ସମସ୍ତ କ୍ଷେତ୍ରରେ ବିଶ୍ଵାସନୀୟତା ତୁଟି ଯାଇଥିବା ବେଳେ ନୀତି, ନୈତିକତା ଓ ମୂଲ୍ୟବୋଧ ଗଣମାଧ୍ୟମରେ ହ୍ରାସ ପାଇବା ଘଟଣା ଅତ୍ୟନ୍ତ ଉଦବେଗର ବିଷୟ ।