କଟକ: ଏଏସ୍ଓ ପରୀକ୍ଷା ମେରିଟ ଲିଷ୍ଟ ରଦ୍ଦ ନିର୍ଦ୍ଧେଶ ପ୍ରସଙ୍ଗ । ହାଇକୋର୍ଟଙ୍କ ନିର୍ଦ୍ଧେଶ ପରେ ଓପିଏସ୍ସି ଅଫିସ ସମ୍ମୁଖରେ ବିକ୍ଷୋଭ । ମେରିଟ୍ ଲିଷ୍ଟରେ ସ୍ଥାନ ପାଇଥିବା ପ୍ରାର୍ଥୀଙ୍କ ବିକ୍ଷୋଭ । ସେମାନଙ୍କ ପ୍ରତି ଅବିଚାର ହୋଇଥିବା ଅଭିଯୋଗ କରି ବିକ୍ଷୋଭ ପ୍ରଦର୍ଷନ କରାଯାଇଛି । ଗତକାଲି ମେରିଟ୍ ଲିଷ୍ଟ ଖାରଜ କରିଥିଲେ ହାଇକୋର୍ଟ । ମୋଟ ନମ୍ବର ଆଧରରେ ସାନି ମେରିଟ୍ ଲିଷ୍ଟ ପ୍ରକାଶ ପାଇଁ କହିଥିଲେ ।