କର୍ଣ୍ଣାଟକରେ ଶପଥ ନେଲେ ସିଦ୍ଧରମୈୟା ଓ ଡି.କେ ଶିବକୁମାର

ନୂଆଦିଲ୍ଲୀ: କର୍ଣ୍ଣାଟକରେ ଆରମ୍ଭ ହେଲା ସିଦ୍ଧରମୈୟା ଶାସନ । ମୁଖ୍ୟମନ୍ତ୍ରୀ ଭାବେ ଶାସନ ନେଲେ ସିଦ୍ଧରମୈୟା । ସିଦ୍ଦରମୈୟାଙ୍କୁ ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ସାମିଲ ଥିବା ମଧ୍ୟ ଜଣାପଡିଛି । ସେହିପରି ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଲେ ଡିକେ ଶିବକୁମାର । ଶପଥ ପାଠ କରାଇଲେ ରାଜ୍ୟପାଳ ଥାରରଚନ୍ଦ ଗେହଲଟ୍ । ଶପଥ ଗ୍ରହଶ କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ନେତା ସାମିଲ ହୋଇଥିଲେ । ମଲ୍ଲିକାଅର୍ଜୁନ ଖଡଗେ,ରାହୁଲ … Continue reading କର୍ଣ୍ଣାଟକରେ ଶପଥ ନେଲେ ସିଦ୍ଧରମୈୟା ଓ ଡି.କେ ଶିବକୁମାର