ନୂଆଦିଲ୍ଲୀ: ଧୂମପାନ ଆମ ଶରୀର ପାଇଁ କ୍ଷତିକାରକ ବୋଲି ଆମେ ଜାଣିଛେ । ତେବେ ଧୂମପାନକୁ ନେଇ ଅନେକ ସମୟରେ କିଛି ତଥ୍ୟ ସାମ୍ନାକୁ ଆସିଥାଏ । ସାଧାରଣ ଭାବେ ବିଡ଼ି, ସିଗାରେଟ, ମଦ୍ୟପାନ କରିବା ଦ୍ୱାରା ଆମ ଶରୀରରେ ବିଭିନ୍ନ ପ୍ରକାରର ରୋଗ ବ୍ୟାପିଥାଏ । ତେବେ ଗଞ୍ଜେଇ ସେବନ କରିବା ଅନେକ ଲୋକଙ୍କର କୁଭ୍ୟାସ ରହିଥାଏ । ଗଞ୍ଜେଇ ଆମ ଶରୀରର ହୃଦ ସମସ୍ୟା ବୃଦ୍ଧିର କାରଣ ସାଜୁଥିବା ଏକ ରିସର୍ଚ୍ଚରୁ ସ୍ପଷ୍ଟ ହୋଇଛି ।