31.1 C
Bhubaneswar
Tuesday, April 30, 2024
Homeଓଡିଶାବନ୍ଦ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

ବନ୍ଦ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା

ବ୍ରହ୍ମପୁର: ବନ୍ଦ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା। କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଠାକୁରାଣୀ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଗତକାଲି ରାତିରେ ଶୁଭଖୁଣ୍ଟି ସ୍ଥାପନ କରାଯାଇ ନାହିଁ। ଯାତ୍ରା ପାଇଁ ୨୧ଦିନ ଅନୁମତି ଦେବାକୁ ବିଏମ୍‌ସି କର୍ତ୍ତୁପକ୍ଷ ମନା କରିଦେବାରୁ ଯାତ୍ରା ନ କରିବା ସପକ୍ଷରେ ମତ ଦେଇଥିଲେ ଦେଶୀବେହେରା। ବ୍ରହ୍ମପୁରରେ ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking