32.1 C
Bhubaneswar
Saturday, May 4, 2024
Homeଓଡିଶାଖସୁଛି ପାରଦ ବଢୁଛି ଶୀତ

ଖସୁଛି ପାରଦ ବଢୁଛି ଶୀତ

ଭୁବନେଶ୍ୱର : ଖସୁଛି ପାରଦ, ବଢୁଛି ଶୀତ। ରାଜ୍ୟରେ ଜାରି ରହିଛି ଶୀତ ଲହରୀ। ଏବେ ଧୀରେ ଧୀରେ ଶୀତ ଅନୁଭୂତ ହେଉଛି । ଅନୁଗୁଳରେ ମଧ୍ୟ ବେସ୍‌ ଶୀତ ଅନୁଭୂତ ହେଲାଣି। ଗତକାଲି ଅନୁଗୁଳରେ ୧୧ ଡିଗ୍ରୀ ତାପମାତ୍ରା ଥିବା ବେଳେ ଆଜି ୧୦ଡିଗ୍ରୀ ଥିବା ଜଣାପଡିଛି। ପାରଦ ଯେତିକି ଖସୁଛି ଶୀତର ମାତ୍ରା ବେଶ ଅନୁଭୂତ ହେଉଛି। ଶୀତ ପାଇଁ କିଏ ନିଆଁ ପଇଁ ହେଉଛି ତ କିଏ ବ୍ୟାୟାମ କରୁଛନ୍ତି। ଶୀତର ମାତ୍ରା ଯେତିକି ବଢୁଛି କରୋନାର ଅଜଣା ଭୟ ମଧ୍ୟ ମନରେ ସଞ୍ଚାର ହେଉଛି। କେବେ କମିବ ଶୀତ, ଶୀତରୁ ମିଳିବ ଆସ୍ୱସ୍ତି। ଗୋଟିଏ ପଟେ ଶୀତ ଅନ୍ୟପଟେ କୁହୁଡି ଜନଜୀବନ ଉପରେ ପ୍ରଭାବ ପକାଉଛି।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking