ମଧ୍ୟପ୍ରଦେଶ : ଟ୍ରକ୍ ବସ୍ ମୁହାଁ ମୁହିଁ ଧକ୍କା । ୮ ଶ୍ରମିକ ମୃତ, ୫୦ ଆହତ । ଏଭଳି ମର୍ମନ୍ତୁଦ ଦୁର୍ଘଟଣା ମଧ୍ୟପ୍ରଦେଶ କ୍ୟାଣ୍ଟ ଥାନା ଗୁନା ନିକଟରେ ଘଟିଛି । ମହାରାଷ୍ଟ୍ରରୁ ଉତ୍ତପ୍ରଦେଶ ଯାଉଥିବାବେଳେ ଶ୍ରମିକଙ୍କ ବସ୍ ଦୁର୍ଘଟଣା ହୋଇଛି । ଘଟଣାସ୍ଥଳରେ ପୁଲିସ ଓ ଅଗି୍ନଶମବାହିନୀ ପହଂଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।
https://onakhabar.com/2020/05/14/accident-15-injured/