29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶକାର୍ ସହ ଜଳିଗଲେ ୭ ଜଣ

କାର୍ ସହ ଜଳିଗଲେ ୭ ଜଣ

ଟ୍ରକକୁ ଧକ୍କା ଦେଇ ଜଳିଗଲା କାର୍ , ଦୁର୍ଘଟଣାରେ ୨ ଶିଶୁ ଓ ୩ ମହିଳା ସମେତ ୭ ଜୀବନ୍ତ ଦଗ୍ଧ । ରାଜସ୍ଥାନ ସିକରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ମୃତକ ଉତ୍ତର ପ୍ରଦେଶ ମିରଟ ଅଞ୍ଚଳର, ହରିୟାଣା ଯାଉଥିଲେ । ଜଳିଗଲେ ପୂରା ପରିବାର ।

ଓଡ଼ିଶା ଉପକୂଳରେ ଆଜିଠାରୁ ମାଛଧରା ନିଷେଧ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking