33.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗଭୁବନେଶ୍ୱରରେ ଆଜି ୫୪୧ ପଜିଟିଭ ଚିହ୍ନଟ, ପଢନ୍ତୁ ସଂପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱରରେ ଆଜି ୫୪୧ ପଜିଟିଭ ଚିହ୍ନଟ, ପଢନ୍ତୁ ସଂପୂର୍ଣ୍ଣ ତଥ୍ୟ

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଥିବା ବେଳେ ଆଜି ରାଜଧାନୀ ଭୁବନେଶ୍ୱରରେ ୫୪୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୨୨୦ ଟି କ୍ୱାରେଣ୍ଟିନ ରହିଥିବା ବେଳେ ୩୨୧ ଲୋକାଲ କଣ୍ଟାକ୍ଟ କେସ ରହିଛି । ଏକ ଘରୋଇ ହସ୍ପିଟାଲର ୨୩ କର୍ମଚାରୀ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିଭଳି ୧୬ ପୋଲିସ କର୍ମଚାରୀ ଓ ୧୧ ବ୍ୟାଙ୍କ କର୍ମଚାରୀ ବି ପଜିଟିଭ ଚିହ୍ନଟ ହୋଇଛନ୍ତି । ଭୀମପୁର କେଳାସାହିରୁ ୧୧, ପଟିଆରୁ ୧୧, ଶୈଳଶ୍ରୀ ବିହାରରୁ ୧୦ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking