35.1 C
Bhubaneswar
Tuesday, April 23, 2024
Homeବ୍ରେକୀଙ୍ଗବୃଦ୍ଧଙ୍କ ଆତ୍ମହତ୍ୟା

ବୃଦ୍ଧଙ୍କ ଆତ୍ମହତ୍ୟା

ମୟୂରଭଞ୍ଜ: ବୃଦ୍ଧଙ୍କ ଆତ୍ମହତ୍ୟା। ନିକଟସ୍ଥ ଜଙ୍ଗଲର କାଜୁବାଦାମ ଗଛରେ ଚଢ଼ି ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଏହି ଦୁଃଖଦ ଘଟଣା ମୋରଡ଼ା ଥାନା ଅନ୍ତର୍ଗତ ପଳାଶବଧା ଗ୍ରାମରେ ଘଟିଛି। ମୃତକ ବାସନ ମହାନ୍ତ (୬୫)। ତେବେ ଆତ୍ମହତ୍ୟାର କାରଣ ଜଣାପଡିନଥିବା ବେଳେ ପାରିବାରିକ ମନମାଳିନ୍ୟରୁ ଘଟିଥିବା ସନ୍ଦେହ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି। ଘଟଣା ସମ୍ପର୍କରେ ଖବରପାଇ ମୋରଡ଼ା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ମୃତଦେହ ତଳକୁ ଓହ୍ଲାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପିଆରଏମ ମେଡ଼ିକାଲ କଲେଜ ଏଣ୍ଡ ହସ୍ପିଟାଲ,ବାରିପଦାକୁ ପଠାଇବା ପାଇଁ ପଦକ୍ଷେପ ନେଇ ଅଧିକ ତଦନ୍ତଜାରୀ ରଖିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking