40.1 C
Bhubaneswar
Saturday, April 27, 2024
Homeଦେଶ ବିଦେଶପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ପୁଲିସ୍‌ ଏନ୍‌କାଉଣ୍ଟର୍‌ରେ ୪ ନକ୍ସଲ ସଫା

ମୁମ୍ବାଇ: ମଙ୍ଗଳବାର ପୂର୍ବ ମହାରାଷ୍ଟ୍ରର ଗାଡଚିରୋଲି ଜିଲ୍ଲାରେ ପୁଲିସ ସହ ଏନକାଉଣ୍ଟର ବେଳେ ଅତି କମରେ ଚାରିଜଣ ନକ୍ସଲଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ପୁଲିସର ସି -୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏହି ଏନକାଉଣ୍ଟର ହୋଇଥିଲା, ଯାହାଫଳରେ କମାଣ୍ଡୋ ୟୁନିଟ୍ ଦ୍ୱାରା ଚାରି ଜଣ ନକ୍ସଲ ନିହତ ହୋଇଛନ୍ତି। ଘଟଣାସ୍ଥଳରୁ ଚାରି ନକ୍ସଲଙ୍କ ମୃତଦେହ ଉଦ୍ଧାର କରିବା ସହିତ ଗୋଟିଏ ଏକେ-୪୭ କାର୍ବାଇନ୍, ଦୁଇଟି ଘରୋଇ ପିସ୍ତଲ ଉଦ୍ଧାର ହୋଇଛି। ମୃତ ନକ୍ସଲମାନେ ହେଲେ ଭର୍ଗେଶ, ମଗ୍‌ଟୁ, କୃଷଙ୍ଗରାଜୁ ଏବଂ କୁଦିମେଟା ଭେଙ୍କଟଶ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking