28.1 C
Bhubaneswar
Saturday, April 27, 2024
Homeଓଡିଶାସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ସଫା

ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ମାଓବାଦୀ ସଫା

ରାୟପୁର : ଛତିଶଗଡ଼ ଓ ତେଲେଙ୍ଗାନା ସୀମାରେ ମାଓବାଦୀଙ୍କ ସହ ଗୁଳିବିନିମୟରେ ସୁରକ୍ଷାକର୍ମୀଙ୍କ ବଡ଼ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୩ ମାଓବାଦୀ ସଫା ହୋଇଛନ୍ତି । ପୋଲିସ ତେଲେଙ୍ଗାନାର ମୁଲୁଗୁ ଜିଲ୍ଲାରେ ବଡ଼ କାର୍ଯ୍ୟାନୁଷ୍ଠାନ କରିଛନ୍ତି ଓ ୩ ମାଓବାଦୀଙ୍କ ଶବ ଜବତ ହୋଇଛି । ତେବେ ଛତିଶଗଡ଼ର ବିଜାପୁର ଓ ତେଲେଙ୍ଗାନା ମୁଲୁଗ ବର୍ଡରରେ ହୋଇଥିବା ଗୁଳିବିନିମୟ ପରେ ପୋଲିସକୁ ଅଧିକ ମାତ୍ରାରେ ଏକେ-୪୭ ଓ ରାଇଫଲ ଜବତ ହୋଇଛି । କୁହାଯାଉଛି ଯେ, ଗୁପ୍ତ ସୂଚନା ଆଧାରରେ ତେଲେଙ୍ଗାନା ଗ୍ରେ-ହାଉଣ୍ଡ ପକ୍ଷରୁ ଅପରେସନ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking