32.1 C
Bhubaneswar
Friday, April 26, 2024
Homeଅପରାଧ୩ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

୩ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ

ଢ଼େଙ୍କାନାଳ : ୩ ଡ୍ରାଇଭରଙ୍କ ସନ୍ଦେହଜନକ ମୃତ୍ୟୁ, ଜଣେ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଢ଼େଙ୍କାନାଳ ଜିଲ୍ଲା ଶକ୍ତି ସୁଗାର ମିଲ୍ ପରିସରରେ । ମିଲ୍‌ର ପାର୍କିଂ ଅଂଚଳରୁ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଅନ୍ୟ ୨ଜଣ ଗୁରୁତରଙ୍କୁ ହସ୍ପିଟାଲ୍ ନେବା ବାଟରେ ଜଣଙ୍କର ମୃତ୍ୟୁ ହୋଇଥିଲା । ଜଣଙ୍କୁ ଗୁରୁତର ଅବସ୍ଥାରେ କଟକକୁ ସ୍ଥାନାନ୍ତର କରାଯାଇ ଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଏହି ମୃତକ ସ୍ପିରିଟ୍ ବୋହୁଥିବା ଗାଡ଼ିର ଡ୍ରାଇଭର ଥିଲେ ବୋଲି ସୂଚନା ମିଳିଛି । ହେଲେ କିଭଳି ଓ କେଉଁ ପରିସ୍ଥିତିରେ ମୃତ୍ୟୁ ହୋଇଛି ସ୍ପଷ୍ଟ ହୋଇନି । ମୃତାହତ ୩ଡ୍ରାଇଭର ବିହାରର ୩ ସମ୍ପର୍କୀୟ ଭାଇ ବୋଲି ସୂଚନା ମିଳିଛି । ଖୋର୍ଦ୍ଧାର ଏକ ମଦ କମ୍ପାନୀରେ କାମ କରୁଥିଲେ । ଲକ୍ ଡାଉନ୍ ପୂର୍ବରୁ ସ୍ପିରିଟ୍ ନେବାକୁ ଆସି ମିଲ୍‌ରେ ରହିଯାଇଥିଲେ ।
https://onakhabar.com/2020/05/08/mother-daughter-dead-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking