35.1 C
Bhubaneswar
Wednesday, May 8, 2024
Homeଓଡିଶାଏପ୍ରିଲ ମାସରେ ଓଡ଼ିଶାରେ ଜି-୨୦ ସବ୍‌ କମିଟିର ବୈଠକ, ଅଂଶ ଗ୍ରହଣ କରିବେ ୨୦ ଦେଶ

ଏପ୍ରିଲ ମାସରେ ଓଡ଼ିଶାରେ ଜି-୨୦ ସବ୍‌ କମିଟିର ବୈଠକ, ଅଂଶ ଗ୍ରହଣ କରିବେ ୨୦ ଦେଶ

ଭୁବନେଶ୍ବର : ଆସନ୍ତା ଏପ୍ରିଲ ମାସରେ ଓଡ଼ିଶାରେ ଜି-୨୦ ସବ୍‌ କମିଟିର ବୈଠକ। ଶିକ୍ଷା, ଶକ୍ତି ଓ ସଂସ୍କୃତି ସମ୍ପର୍କରେ ଜି-୨୦ ସବ୍‌ କମିଟିର ବୈଠକ ରାଜ୍ୟରେ ହେବା ନେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି । ପୁରୀ, କୋଣାର୍କ ଓ ଭୁବନେଶ୍ୱରରେ ଏହି ତିନି ପ୍ରସଙ୍ଗରେ ବୈଠକ ଅନୁଷ୍ଠିତ ହେବ। ଚଳିତ ବର୍ଷ ଜି୨୦ ସମ୍ମିଳନୀର ଅଧ୍ୟକ୍ଷତା କରିବ ଭାରତ।

ଏଥିରେ ୨୦ ଦେଶ ଅଂଶ ଗ୍ରହଣ କରିବେ। ଏହି ଫୋରମରେ ସମ୍ମିଳିତ ଦେଶଗୁଡିକର ଆର୍ଥିକ ସ୍ଥିରତା, ଜଳବାୟୁ ପରିବର୍ତ୍ତନ, ନିରନ୍ତର ବିକାଶ ଆଦି ପ୍ରସଙ୍ଗରେ ଆଲୋଚନା କରାଯାଉଥିବା ବେଳେ ଓଡ଼ିଶାରେ ସବ୍‌ କମିଟିର ବୈଠକରେ ବିଶେଷତଃ ଶିକ୍ଷା ଓ ଶକ୍ତିର ବିଭିନ୍ନ ଦିଗ ପ୍ରତି ବିଶେଷ ଆଲୋଚନା ହେବ। ଉଚ୍ଚଶିକ୍ଷା କ୍ଷେତ୍ରରେ ଉନ୍ନତ ଗବେଷଣା ବ୍ୟବସ୍ଥା ସର୍ମ୍ମକରେ ଆଲୋଚନା ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking