32.1 C
Bhubaneswar
Friday, April 26, 2024
Homeଓଡିଶାଶ୍ୱାସରୁଦ୍ଧ ହୋଇ ୨ ମୃତ

ଶ୍ୱାସରୁଦ୍ଧ ହୋଇ ୨ ମୃତ

ଫୁଲବାଣୀ : ଶ୍ୱାସରୁଦ୍ଧ ହୋଇ ୨ ମୃତ । ଏଭଳି ଅଭାବନୀୟ ଘଟଣା ଫୁଲବାଣୀ ଟାଉନ୍ ଥାନା ପିଟବାଡ଼ି ଗାଁ’ରେ ଘଟିଛି । ଶ୍ୱାସରୁଦ୍ଧ ହୋଇ ଘର ମାଲିକ ଓ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ଘରେ ଭିତରେ ପାଇଖାନା ପାଇଁ ଟାଙ୍କି ଖୋଳିବା ବେଳେ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking