30.1 C
Bhubaneswar
Friday, April 26, 2024
Homeଓଡିଶାଭୁବନେଶ୍ୱରରୁ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ୱରରୁ ଜଣଙ୍କୁ ଉଠାଇନେଲା ଏନଆଇଏ

ଭୁବନେଶ୍ୱର : ଦେଶରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ଏହାରି ମଧ୍ୟରେ ଆଜି ରାଜଧାନୀ ଭୁବନେଶ୍ୱରରୁ ଜଣେ ବ୍ୟକ୍ତିଙ୍କୁ ଉଠାଇନେଇଛି ଏନଆଇଏ । ଆତଙ୍କବାଦୀ ସନ୍ଦେହରେ ବ୍ୟକ୍ତଙ୍କୁ ଉଠାଇ ନେଇଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଓ ଏନଆଇଏ ପକ୍ଷରୁ ମିଳିତ ବ୍ୟକ୍ତିଙ୍କୁ ଜେରା କରାଯାଉଛି । ତେବେ ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳରୁ ଯୁବକଙ୍କୁ ଧରିଥିବା ଜଣାପଡିଛି । ବନ୍ଧୁକ ଡିଲ୍ ଲିଙ୍କ ସନ୍ଦେହରେ ଯୁବକଙ୍କୁ ଉଠାଇନେଇଛି ଏନଆଇଏ । ଏକ ଅଜ୍ଞାତ ସ୍ଥାନରେ ନେଇ ପଚରାଉଚୁରା ଚଳେଇଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking