34.1 C
Bhubaneswar
Thursday, April 25, 2024
Homeଓଡିଶାଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭିଜିଲାନ୍ସ ଜାଲରେ ଯନ୍ତ୍ରୀ

ଭୁବନେଶ୍ୱର : ଆୟ ବର୍ହିଭୁତ ସମ୍ପତି ଠୁଳ କୁ ନେଇ ଭୁବନେଶ୍ୱର ଆର୍‌.ଏନ୍‌.ବି ଡ଼ିଭିଜନ ର ସହକାରୀ ଯନ୍ତ୍ରୀ ଶ୍ରୀ ସଦାନନ୍ଦ ଗୌଡ଼ ଙ୍କ ଘରେ ରେଡ଼୍ କରିଛି ଭିଜିଲାନ୍ସ ଭୁବନେଶ୍ୱର ଓ ଗଞ୍ଜାମ୍ ରେ ଥିବା ତାଙ୍କର ୫ ଟି ସ୍ଥାନ ରେ ଭିଜିଲାନ୍ସ ର ଏକକାଳୀନ ଚଢାଉ ଚାଲିଛି । ଭୁବନେଶ୍ୱରର ଗଙ୍ଗନଗରରେ ‌ଥିବା ତାଙ୍କ ତିନି ମହଲା କୋଠା , ତାଙ୍କ ଅଫିସ୍ ଓ ଗଞ୍ଜାମ ଓ ବରଗଡ଼ ରେ ଥିବା ତାଙ୍କ ନିଜ ଘର ,ସୋରଡ଼ା ରେ ଥିବା ତାଙ୍କ ଶ୍ୱଶୁର ଘର ଓ ଗଞ୍ଜାମ ର ଗାନ୍ଧିନଗର ରେ ଥିବା ଘରେ ମଧ୍ୟ ଭିଜିଲାନ୍ସ ଚଢାଉ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking