31.7 C
Bhubaneswar
Wednesday, July 8, 2026
Homeଓଡିଶାବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବିଦ୍ୟୁତ୍ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ବିନିକା: ସୁବର୍ଣ୍ଣପୁର ବିନିକା କ୍ଳବ୍ ଚରଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ବିଦ୍ୟୁତ୍ ଆଘାତରେ ଚାଲିଗଲା ଜଣେ ଯୁବକଙ୍କ ଜୀବନ। ମୃତକଙ୍କ ନାମ ମହିନ୍ଦ୍ରା ଥାନାପତି ବୋଲି ଜଣାଯାଇଛି। ମୃତଦେହକୁ ବିନିକାର ଡାକ୍ତରଖାନାରେ ରଖି ବିନିକା ପୁଲିସ ଅଧିକ ତଦନ୍ତ ଜାରି ରଖିଥିବା ବିନିକା ଆଇଆଇସି ଅନିତା କିଡୋ ସୂଚନା ଦେଇଛନ୍ତି।ବିନିକା ବ୍ଲକ ଚରଦା ଗ୍ରାମର ମହେନ୍ଦ୍ର ଥନାପତି ଗତ ରାତିରେ ପାଣି ପମ୍ପରେ ଇଲେକ୍ଟ୍ରି ସଂଯୋଗ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ମୃତ୍ୟୁବରଣ କରିଛନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking