31.7 C
Bhubaneswar
Wednesday, July 8, 2026
Homeଓଡିଶାପୋଲିସରେ ୩୩ ହଜାର ପଦବୀ ଖାଲି: ଡିଜିପି

ପୋଲିସରେ ୩୩ ହଜାର ପଦବୀ ଖାଲି: ଡିଜିପି

ଭୁବନେଶ୍ୱର: ପୋଲିସ ବିଭାଗରେ ମାନବ ସମ୍ବଳ କମ ରହିଛି କହିଲେ ଡିଜିପି । ଜନସଂଖ୍ୟା ଅନୁସାରେ ପୋଲିସ ବିଭାଗରେ ମାନବ ସମ୍ବଳ କମ ଅଛି । ଅନ୍ୟ ରାଜ୍ୟ ତୁଳନାରେ ଆମର ମାନବ ସମ୍ବଳ କମ ରହିଛି । ମୁଖ୍ୟମନ୍ତ୍ରୀ ଏହା ଭିତରେ ୧୭ ହଜାର ନୂଆ ପଦବୀ ସୃଷ୍ଟି କରିଛନ୍ତି । ପୂର୍ବ ୧୬ ହଜାର ର ଭ୍ୟକେନ୍ସିକୁ ମିଶାଇ ୩୩ ହଜାର ପଦବୀ ଖାଲି ପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking