30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗବିଶ୍ୱରେ କୋରନା ଜନିତ ମୃତ୍ୟୁ ୧୪ ଲକ୍ଷ ଟପିଲା

ବିଶ୍ୱରେ କୋରନା ଜନିତ ମୃତ୍ୟୁ ୧୪ ଲକ୍ଷ ଟପିଲା

ନୂଆଦିଲ୍ଲୀ : ବିଶ୍ୱରେ କୋରନା ସ୍ଥିତି ଏବେ ମଧ୍ୟ ସୁଧୁରି ନାହିଁ । ଗତ ୨୪ ଘଣ୍ଟା ମଫ୍ୟରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ୧୪ ଲକ୍ଷ ଟପିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୫.୪୯ କୋଟିରେ ପହଞ୍ଚି । ବିଶ୍ୱରେ କୋରନାରେ ୫ କୋଟି ୯୪ ଲକ୍ଷ ୮୩ ହଜାର ଆକ୍ର।ନ୍ତ ହୋଇଥିବା ବେଳେ ୧୪ ଲକ୍ଷ ୧ ହଜାର ୪୫୭ ଜଣଙ୍କର ମୃତ୍ୟୁ ହୋଇସାରିଛି । ତେବେ ୪ କୋଟି ୧୧ ଲକ୍ଷ ୨୯ ହଜାର ୩୨୦ ଜଣ ସୁସ୍ଥ ହୋଇଥିବା । ୧ କୋଟି ୬୯ ଲକ୍ଷ ୫୮୧ ଜଣ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ତେବେ ଆମେରିକାର ଅବସ୍ଥା ଏବେ ମଧ୍ୟ ଜଟିଳ ରହିଛି । ୧ କୋଟି ୨୭ ଲକ୍ଷ ୬୨ ହଜାର ୨୫୦ ଆକ୍ର।ନ୍ତ ଥିବା ବେଳେ ୨ ଲକ୍ଷ ୬୩ ହଜାର ୬୨୨ ଜଣଙ୍କ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking