29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଟ୍ରେନ, ଏରୋପ୍ଲେନ ଓ ବସ ସିଟ୍ କଣ ପାଇଁ ନୀଳ ରଙ୍ଗର ହୋଇଥାଏ

ଟ୍ରେନ, ଏରୋପ୍ଲେନ ଓ ବସ ସିଟ୍ କଣ ପାଇଁ ନୀଳ ରଙ୍ଗର ହୋଇଥାଏ

ଭୁବନେଶ୍ୱର: ଟ୍ରେନ ଏବଂ ଏରୋପ୍ଲେନର ସିଟ ଅଧିକାଂଶ ସମୟରେ ବ୍ଲୁ କଣ ପାଇଁ ହୋଇଥାଏ । ବିଭିନ୍ନ ପ୍ରକାରର କଲର୍ସ ରହିଛି । ହେଲେ ପ୍ରଫେସନାଲ ସାଇକୋଲୋଜିଷ୍ଟ ଯେଉଁ କାମ କରନ୍ତି, ସେମାନେ ସିଟ ପାଇଁ କେବଳ ବ୍ଲୁ କୁ ହିଁ କାହିଁକି ବାଛନ୍ତି । ଏଠାରେ ଆମେ କହିଦେଉଛୁ ଯେ, ପ୍ରତି କଲରର ଅର୍ଥ ରହିଥାଏ ଏବଂ ଜଣେ ମନୁଷ୍ୟର ବ୍ରେନ ପ୍ରତି କଲରକୁ ଗୋଟିଏ ମିନିଂ ସହ ଆସୋସିଏଟ କରିଥାଏ । ପ୍ରତି କଲର ବ୍ରେନ ଉପରେ ପ୍ରଭାବ ପକାଇଥାଏ । ତେବେ ଆମେ ଯଦି ବ୍ଲୁ କଥା କହିବା, ଏହା ସେକ୍ୟୁରିଟି ଓ ରିଲାଇବିଲିଟିକୁ ଅନୁଭବ କରାଇଥାଏ । ଅର୍ଥାତ ବ୍ଲୁ କଲର ଦେଖିଲେ ଆପଣଙ୍କୁ ସେଫ୍ ଫିଲ୍ ହୋଇଥାଏ । ଯେତେବେଳେ ଆପଣ ଟ୍ରାଭେଲ କରନ୍ତି, ଅପେକ୍ଷା କରନ୍ତି, ଗୋଟିଏ ଜାଗାରେ ବସିବା ଏସବୁ ଦ୍ୱାରା ଆପଣ ଷ୍ଟ୍ରେସ ଫିଲ କରନ୍ତି । ହେଲେ ଆଖି ବ୍ଲୁ ସିଟ୍ ଉପରେ ପଡିବା ମାତ୍ରେ ଆପଣ ରିଲାକ୍ସ ଫିଲ୍ କରନ୍ତି । ଜାପାନର ଟୋକିଓରେ ଷ୍ଟ୍ରିଟ ଲାଇଟକୁ ଯେତେବେଳେ ବ୍ଲୁ ଲାଇଟରେ ପରିବର୍ତ୍ତନ କରାଯାଇଥିଲା, ସେତେବେଳେ ତାର ଭ୍ୟୁ କିଛି ଏମିତି ଦେଖାଗଲା । କ୍ରାଇମ ରେକର୍ଡ ଯାହା ଥିଲା ସେଥିରେ ହ୍ରାସ ହେବା ପରିଲକ୍ଷିତ ହେଲା । ଅର୍ଥାତ କ୍ରିମିନାଲମାନେ ଶାନ୍ତ ପଡିଥିଲେ । ଯାହା ବାସ୍ତବରେ ଏବ ବଡ କଥା । ପ୍ରକୃତରେ କହିବାକୁ ଗଲେ ବ୍ଲୁ ଲାଇଟ ହେଉଛି ଏକ ମିଷ୍ଟ୍ରି । ରହସ୍ୟଜନକ ଭାବରେ ଏହି ରଂଗ ଶରୀର ଓ ମସ୍ତିଷ୍କକୁ ଶାନ୍ତ କରିଦିଏ । ଅନେକ ଗବେଷଣାରେ ମଧ୍ୟ ଜଣାପଡିଛି ଯେ, ବ୍ଲୁ ଲାଇଟ ପ୍ଲାଣ୍ଟ ଗ୍ରୋଥକୁ ବୁଷ୍ଟ କରିଥାଏ । ଦୁନିଆର ମିଷ୍ଟ୍ରିଅସ କଲର ହେଉଛି ବ୍ଲୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking