33.1 C
Bhubaneswar
Tuesday, October 6, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ସ୍ୱାଗତ କରୁଛୁ: ଇପ୍‌ସିତା

ଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ସ୍ୱାଗତ କରୁଛୁ: ଇପ୍‌ସିତା

ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ଘୋଷଣାକୁ ବିସିଜେଡି ସଭାନେତ୍ରୀ ଇପ୍‌ସିତା ସାହୁ ସ୍ୱାଗତ କରିଛନ୍ତି ବୋଲି କହିଛନ୍ତି । ଏଥିସହ ବିଜେପିକୁ ପ୍ରଶ୍ନ ପଚାରିଛନ୍ତି ଯେ, ମାତ୍ର ତରବରିଆ ଭାବେ କାହିଁକି ଘୋଷଣା କଲେ । ସରକାରୀ ସ୍ତରରେ ଚାପ ପ୍ରୟୋଗ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି । କୁଳପତିଙ୍କୁ ଡାକି ବୈଠକ କରି ନିର୍ବାଚନ ଜିତାଇବାକୁ ଉଦ୍ୟମ ଆରମ୍ଭ ହୋଇଛି । ସୂଚନା ଥାଉ କି, ଆସନ୍ତା ୧୫ରେ ଛାତ୍ର ସଂସଦ ନିର୍ବାଚନ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking