33.1 C
Bhubaneswar
Tuesday, October 6, 2026
Homeଓଡିଶାପ୍ରସଙ୍ଗ ଭିତ୍ତିକ ସମର୍ଥନ: ପ୍ରଦୀପ ମାଝୀ

ପ୍ରସଙ୍ଗ ଭିତ୍ତିକ ସମର୍ଥନ: ପ୍ରଦୀପ ମାଝୀ

ଭୁବନେଶ୍ୱର: ଇଣ୍ଡି ମେଣ୍ଟକୁ ବିଜେଡି ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଛି କହିଲେ ପ୍ରଦୀପ ମାଝୀ । ବିଜେପି ପୂରା ଇଲେକ୍ସନ ସିଷ୍ଟମକୁ ହାଇଜାକ କରି ନେଇ ଯାଇଛି । ସେଥିରେ ଭାରତର ଗଣତନ୍ତ୍ର ସମ୍ପୁର୍ଣ୍ଣ ଭାବରେ କ୍ଷତିଗ୍ରସ୍ତ ହୋଇଛି । ସୁରକ୍ଷା ଦେବାକୁ ଏନଡିଏ ବିରୋଧୀ ମେଣ୍ଟ ଏକଜୁଟ ହେବାର ଆବଶ୍ୟକତା ଅଛି । ଯାହାକୁ ପାଥେୟ କରି ଆଜି ବିଜେଡି ଇଣ୍ଡି ମଏଣ୍ଟକୁ ସମର୍ଥନ ଦେଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking