23.1 C
Bhubaneswar
Friday, November 20, 2026
Homeଓଡିଶାସୋମବାର ଯାଏଁ ଗୃହ ମୁଲତବୀ

ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ଆସନ୍ତାକାଲି ବିଧାନସଭାରେ ପ୍ରଶ୍ନୋତ୍ତର ବନ୍ଦ । ବାତ୍ୟା ପାଇଁ ସର୍ବଦଳୀୟ ବୈଠକରେ ନିଷ୍ପତ୍ତି ନେଇ ଘୋଷଣା କରିଛନ୍ତି ବାଚସ୍ପତି ସୁରମା ପାଢୀ । ଆସନ୍ତା ସୋମବାର ୧୦ଟା ୩୦ ଯାଏଁ ଗୃହକୁ ମୁଲତବୀ କରାଯାଇଛି । ଲଗାତାର ୩ ଦିନ ଧରି ଚାଲିପାରିଲାନି ଗୃୃହ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହରେ ହଟ୍ଟଗୋଳ ଦେଖାଦେଇଥିଲା । ବିଜେଡି ବନ୍ୟା ପ୍ରସଙ୍ଗ, କଂଗ୍ରେସ କୋଟିଆ ପ୍ରସଙ୍ଗ ଉଠାଇ ଗୃହର ମଧ୍ୟ ଭାଗରକୁ ଆସି ହାତରେ ପ୍ଲାକାର୍ଡ, ବ୍ୟାନର ଧରି ନାରାବାଜି କରିଥିଲେ । ବିରୋଧୀ ଏଭଳି ହୋହଲ୍ଲାରେ ଗୃହରେ ଅଚଳାବସ୍ଥା ଦେଖାଦେଇଥିଲା । ଚାଲିପାରିନଥିଲା ପ୍ରଶ୍ନକାଳ । ଏନେଇ ୧୧ଟା ୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ । ଅନ୍ୟପଟେ, ବାତ୍ୟା ଅକୱାନର ମୁକାବିଲା ପାଇଁ ସରକାର, ପ୍ରଶାସନ ସଜାଗ ରହିଛନ୍ତି । ଜଳସମ୍ପଦ ବିଭାଗର ଅଧିକାରୀ ଓ ଯନ୍ତ୍ରୀମାନେ ବିଭିନ୍ନ ପୁନରୁଦ୍ଧାର ଘାଇ, ଦୁର୍ବଳ ନଦୀବନ୍ଧ ଓ ଗୁରୁତ୍ୱପୂର୍ଣ୍ଣ ଜଳ ଭିତ୍ତିଭୂମିର ସ୍ଥିତି ଅନୁଧ୍ୟାନ କରାଯାଉଛି ।ବିଭାଗ ପକ୍ଷରୁ ଦୁର୍ବଳ ଓ ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ କ୍ଷେତ୍ରସ୍ତରୀୟ ନିରୀକ୍ଷଣ ଜାରି ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking