23.1 C
Bhubaneswar
Friday, November 20, 2026
Homeଓଡିଶାଆସନ୍ତାକାଲି ଭଦ୍ରକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି

ଆସନ୍ତାକାଲି ଭଦ୍ରକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି

ଭଦ୍ରକ: ଆସନ୍ତାକାଲି ଭଦ୍ରକରେ ସବୁ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା କଲେ ଜିଲ୍ଲାପାଳ । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ଛୁଟି ନିଷ୍ପତ୍ତି ନିଆଯାଇଛି ।  ଅନ୍ୟପଟେ ଦକ୍ଷିଣ ଓଡ଼ିଶା ଏବଂ ଉପକୂଳବର୍ତ୍ତୀ ଅନ୍ୟ ଜିଲ୍ଲାଗୁଡ଼ିକ ପାଇଁ ବଡ଼ ଆଶ୍ୱସ୍ତିକର ଖବର ଆସିଛି । ଗଞ୍ଜାମ, ଗଜପତି, ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ଆସନ୍ତାକାଲି ବର୍ଷାର ପ୍ରକୋପ କମିପାରେ । ତେବେ ୨୪ ଘଣ୍ଟା ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଯଦିଓ ସକାଳ ସମୟରେ ଆକାଶ ସାମାନ୍ୟ ମେଘୁଆ ଓ ପାଗ କୋହଲା ରହିବ, କିନ୍ତୁ ଦିନ ବଢ଼ିବା ସହିତ ପାଗରେ ସୁଧାର ଆସିବ ଏବଂ ଖରା ଦେଖାଯାଇପାରେ । ଅର୍ଥାତ୍ ଗତ ଦୁଇ ଦିନ ଧରି ଯେଉଁ ଭଳି ଭାବେ ତୁହାକୁ ତୁହା ବର୍ଷା ହେଉଥିଲା, ସେଥିରୁ ଉପକୂଳ ଓଡ଼ିଶାବାସୀଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking