33.1 C
Bhubaneswar
Tuesday, October 6, 2026
Homeଓଡିଶାସେନାଙ୍କୁ ମଜବୁତ କରିବାରେ ହାଲର ବଡ ଭୂମିକା

ସେନାଙ୍କୁ ମଜବୁତ କରିବାରେ ହାଲର ବଡ ଭୂମିକା

କୋରାପୁଟ: କୋରାପୁଟ ସୁନାବେଡା ହାଲକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଂଶଂସା କରିଛନ୍ତି । ସନାକୁ ମଜଭୁତ କରିବାରେ ହାଲର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହା ପଛରେ ଅଛି ଅନେକ ପିଢିର ଯନ୍ତ୍ରୀ, ବୈଜ୍ଞାନିକ ଓ କର୍ମଚାରୀଙ୍କ ନିଷ୍ଠା । ପ୍ରଯୁକ୍ତି ବିଦ୍ୟାକୁ ଆହୁରି ସୁଦୃଢ କରିବାକୁ ହେବ କହିଲେ ରାଜନାଥ ସିଂହ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking