30.1 C
Bhubaneswar
Monday, May 6, 2024
Homeଦେଶ ବିଦେଶପ୍ରଥମ ଡୋଜ୍ ଟିକା ନେଲେ ବିରାଟ

ପ୍ରଥମ ଡୋଜ୍ ଟିକା ନେଲେ ବିରାଟ

ନୂଆଦିଲ୍ଲୀ: କୋଭିଡ୍ ଟିକା ନେଲେ ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲି । ସେ ପ୍ରଥମ ଡୋଜ୍ ଟିକା ନେଇଛନ୍ତି । ଏନେଇ ନିଜେ ସୋସିଆଲ୍ ମିଡିଆରେ ସୂଚନା ଦେଇଛନ୍ତି ବିରାଟ । ଟିକା ନେଉଥିବା ସମୟର ଫଟୋ ବି ସେୟାର କରିଛନ୍ତି । ଟିକା ନେବାକୁ ଅନ୍ୟମାନଙ୍କୁ ଅନୁରୋଧ କରିଛନ୍ତି ବିରାଟ କୋହଲି । ଯେତେ ଶୀଘ୍ର ଟିକା ନେବାକୁ ଅପିଲ କରିଛନ୍ତି । ସେହିପରି ଆଜି ଫାଷ୍ଟ ବୋଲର ଇଶାନ୍ତ ଶର୍ମା ବି ଟିକା ନେଇଛନ୍ତି । ସେ ଟ୍ୱିଟ୍ କରି ଫଟୋ ସେୟାର କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking