ଭୁବନେଶ୍ୱର: ଭୁବନେଶ୍ୱରରେ ହେବନି ଏଲିଭେଟେଡ ମେଟ୍ରୋ । ଅଣ୍ଡରଗ୍ରାଉଣ୍ଡ ମେଟ୍ରୋ ନେଇ ଯୋଜନା ଚାଲିଛି କହିଲେ ପୂର୍ତ୍ତମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ନଗର ଉନ୍ନୟନ ବିଭାଗ ଏନେଇ ଯୋଜନା ପ୍ରସ୍ତୁତି କରୁଛି କହିଲେ ମନ୍ତ୍ରୀ । ନଗର ଉନ୍ନୟନ ବିଭାଗ ପ୍ରସ୍ତୁତ କରୁଛି ଖସଡା ।