32.2 C
Bhubaneswar
Wednesday, July 8, 2026
Homeଓଡିଶାକୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ!

କୋଟିଆରେ ପୁଣି ଆନ୍ଧ୍ରର ଅନୁପ୍ରବେଶ!

ଭୁବନେଶ୍ୱର: କୋଟିଆରେ ପୁଣି ଆନ୍ଧ୍ର ଅଧିକାରୀଙ୍କ ଅନୁପ୍ରବେଶ , ଥମୁନି ବିବାଦ । ବାରମ୍ବାର ଅନୁପ୍ରବେଶ କରି ବିଭିନ୍ନ ସମୟରେ ବିଭ୍ରାନ୍ତ ସୃଷ୍ଟି କରୁଛି ପଡୋଶୀ ଆନ୍ଧ୍ର । ଗତକାଲି ଆନ୍ଧ୍ରପ୍ରଦେଶ ସାଲୁର ତହସିଲଦାର ସୁରେଶ ବାବୁଙ୍କ ସମେତ କିଛି ଅଧିକାରୀ କୋଟିଆ ସୀମାନ୍ତ ଉପର ସେମ୍ବି, ତଳ ସେମ୍ବି ଏବଂ ନେରେଡି ବାଲସା ଗାଁରେ ପହଞ୍ଚିଥିଲେ । କୋଟିଆ ବାସୀଙ୍କୁ ଜନଜଣନା ସମ୍ପର୍କରେ ପଚାରି ବୁଝିବା ସହିତ ଲୋକଙ୍କ ଭୋଟର ତାଲିକାରେ ନାଁ ରହିଛି କି ନାହିଁ ତଦନ୍ତ କରିଥିଲେ । ସୂଚନାଯୋଗ୍ୟ କି କୋଟିଆରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଶତ ପ୍ରତିଶତ ଜନଗଣନା ସର୍ଭେ ସମ୍ପୂର୍ଣ୍ଣ ହୋଇଛି । ଆନ୍ଧ୍ର ଅଧିକାରୀ ପୁଣି ପହଁଚି ଜନଗଣନା ଫର୍ମ ପୂରଣ କରିବା ପରେ କୋଟିଆ ବାସୀ ଦ୍ଵନ୍ଦରେ ରହିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking