39.1 C
Bhubaneswar
Friday, April 26, 2024
Homeଦେଶ ବିଦେଶକୁଲଗାମ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

କୁଲଗାମ ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିପାତ

ଶ୍ରୀନଗର : କାଶ୍ମୀରରେ ସୋମବାର ଦିନ ଏନକାଉଣ୍ଟର ହୋଇ ୨ ଆତଙ୍କବାଦୀ ନିପାତ ହୋଇଛନ୍ତି। ଜମ୍ମୁ କାଶ୍ମୀରର କୁଲଗାମ ଜିଲ୍ଲାରେ ଆଜି ନାଓପଡ଼ା-ଖେର୍ପଡ଼ା ଅଞ୍ଚଳରେ ଆତଙ୍କବାଦୀ ଲୁଚିଥିବା ଖବରପାଇ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଆକ୍ରମଣ କରିବାରୁ ଅପରେସନ୍ ଏନକାଉଣ୍ଟରରେ ପରିଣତ ହୋଇଥିଲା। ଗତକାଲି ମଧ୍ୟ ଜମ୍ମୁ କାଶ୍ମୀରର ଡୋଡା ଜିଲ୍ଲାର ବାହାରୀ ଅଞ୍ଚଳରେ ପୁଲିସ୍ ଏବଂ ସେନାର ମିଳିତ ଅପରେସନରେ ଏକ ଆତଙ୍କବାଦୀକୁ ଗିରଫ କରାଯାଇଛି। ଆତଙ୍କବାଦୀ ନିକଟରୁ ଗୋଟିଏ ପିସ୍ତଲ୍ ସହ ଏକ ମାଗାଜିନ୍ ଏବଂ କିଛି ଗୁଳି ଜବତ ହୋଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking