38.1 C
Bhubaneswar
Friday, April 26, 2024
HomeUncategorized୨ ପୋଲିସ କର୍ମଚାରୀ ନିଲମ୍ବିତ

୨ ପୋଲିସ କର୍ମଚାରୀ ନିଲମ୍ବିତ

ଭୁବନେଶ୍ୱର: ଲୋକଙ୍କୁ ମାଡ ମାରି ୨ ପୋଲିସ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ପରେ ଦାନଗଦି ଫାଣ୍ଡି ଏଏସଆଇ ମନୋରଂଜନ ନାୟକ, କନେଷ୍ଟବଳ କାର୍ତ୍ତିକ ମଲ୍ଲିକ ନିଲମ୍ବିତ ହୋଇଛନ୍ତି । ଗତ ସୋମବାର ଉଭୟ କର୍ମଚାରୀ ୨ ଜଣ ଲୋକଙ୍କୁ ମାଡ ମାରିଥିଲେ । ପରେ ଏନେଇ ଅଭିଯୋଗ ହୋଇଥିଲା । ଖାଲି ଏତିକି ନୁହେଁ, ଏହି ଘଟଣାକୁ ନେଇ ଗ୍ରାମବାସୀଙ୍କ ଫାଣ୍ଡି ଘେରାଉ ପରେ ଏସପି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଅତିରିକ୍ତ ଏସପିଙ୍କ ରିପୋର୍ଟ ଆଧାରରେ ଉଭୟଙ୍କୁ ନିଲମ୍ବିତ କରାଯିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking