31.1 C
Bhubaneswar
Friday, May 10, 2024
Homeଓଡିଶାଆମ୍ବୁଲାନ୍ସ ଦୃର୍ଘଟଣା ରେ ଦୁଇ ଜଣ ମୃତ୍ୟୁ

ଆମ୍ବୁଲାନ୍ସ ଦୃର୍ଘଟଣା ରେ ଦୁଇ ଜଣ ମୃତ୍ୟୁ

ଯାଜପୁର( ଓଏନଏ): ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କୁଆଖିଆ ଓଭର ବ୍ରିଜ ଉପରେ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ। ଫଳରେ ଆମ୍ବୁଲାନ୍ସର ଡ୍ରାଇଭର ସମେତ ଜଣେ କର୍ମଚାରୀ ମୃତ। ମୃତ ଡ୍ରାଇଭର ମାନସ ରଞ୍ଜନ ସିଂ ବୋଲି ଜଣାପଡ଼ିଥିବା ବେଳେ ଅନ୍ୟ ମୃତ କର୍ମଚାରୀଙ୍କ ପରିଚୟ ମକିଟ୍‌ ଛାତ୍ର୍ର୍ର୍ର।
ରୋଗୀ ଛାଡି ଫେରୁଥିବା ସମୟରେ ଏକ ଟ୍ରକ ପଛପଟେ ଆମ୍ବୁଲାନ୍ସଟି ଧକ୍କା ଦେଇଥିବା ସୁଚନା। ଘରୋଇ ହସ୍ପିଟାଲର ଏହି ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଘଟଣାସ୍ଥଳରେ କୁଆଖିଆ ପୋଲିସ ପହଂଚି ମୃତଦେହକୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ତଦନ୍ତ ଜାରି ରଖିଛି।16ନମ୍ବର ଓ 20ନମ୍ବର ଜାତୀୟ ରାଜପଥ ରେ ଦୈନିକ ଦୁର୍ଘଟଣା ମାନ ଘଟୁଛି ବେପରୁଆ ଗାଡି ଚାଳନା ଓ ଓଭର ଟେକେ କରି ଦୂତ ଗତି ଯାନବାହାନ ଚଳାଇବା ମୁଖ୍ୟ କାରଣ ସାଜିଥିବା ବେଳ ଜାତୀୟ ରାଜ ପଥ ର ଛକ ମାନଙ୍କ ରେ ତ୍ରୁଟି ପୂର୍ଣ୍ଣ ଗୋଳେଇ ଛକ ନିର୍ମାଣ ହୋଇ ଥିବା ରୁ ଦୁର୍ଘଟଣା ର ଅନ୍ୟ ଏକ କାରଣ ବୋଲି କୁହାଯାଉଛି l. ପାଣିକୋଇଲି, ବେଣପୂର ଥାନ ଛକ ଏହାର ଉଦା ହରଣ ଯାଜପୁର ସାଂସଦ ଶର୍ମିଷ୍ଠା ସେଠି ଏ ସମ୍ପର୍କ ରେ ଜାତୀୟ ରାଜ ପଥ ଉଚ୍ଚ କର୍ତ୍ତୃପକ୍ଷ ଙ୍କୁ ବାରମ୍ବାର ଚିଠି ଲେଖି ଥିଲେ ମଧ୍ୟ ଫଳପଦ ହେଉନାହିଁ ଜାତୀୟ ରାଜ ପଥ କର୍ତୁପକ୍ଷ ଙ୍କ ଖମା ଖିଆଲ ବିରୁଦ୍ଧରେ ଜନଆନ୍ଦୋଳନ କରାଯିବ ଏହି ଆନ୍ଦୋଳନ ଯାଜପୁର ରୋଡ ରୁ ଆରମ୍ଭ ହେବ ବୋଲି ସୂଚନା ମିଳିଛି l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking