29.1 C
Bhubaneswar
Monday, May 6, 2024
Homeଦେଶ ବିଦେଶଗୁଗୁଲ କ୍ରୋମର ସିକ୍ରେଟ ଫିଚର, କରିବ ଆପଣଙ୍କ କାମ ସହଜ

ଗୁଗୁଲ କ୍ରୋମର ସିକ୍ରେଟ ଫିଚର, କରିବ ଆପଣଙ୍କ କାମ ସହଜ

ନୂଆଦିଲ୍ଲୀ: ଗୁଗୁଲ କ୍ରୋମ ଦୁନିଆର ସବୁଠୁ ଲୋକପ୍ରିୟ ଇଂଟରନେଟ ବ୍ରାଉଜର । ଏହା ଏଥିପାଇଁ ଏତେ ଲୋକପ୍ରିୟ, କାରଣ ଏହାକୁ ବ୍ୟବହାର କରିବା ସହଜ ଏବଂ ଏଥିରେ ଆପଣଙ୍କୁ ବହୁତ ସାରା ଫିଚର୍ସ ମିଳିଥାଏ । ଯଦି ଏହାର ଫିଚର୍ସ କଥା କହିବା, ତେବେ ଏମିତି ଫିଚର୍ସ ବିଷୟରେ ହୁଏତ ଆପଣ ଜାଣିନ ଥିବେ । ଏହାଛଡା କେବେ ବ୍ୟବହାର ହୁଏତ କରିନଥିବେ ।
ଆପଣ ଜାଣିଛନ୍ତି କି କ୍ରୋମରେ ପୂର୍ବରୁ ହିଁ ମେଲଓୟାର ସ୍କାନର ଦିଆଯାଇଛି । ସେଟିଂକୁ ଯାଇ ଆଡଭାନ୍ସ ଅପ୍ସନ ବାଛନ୍ତୁ । ଏଠାରେ ଆପଣ ନିଜ କମ୍ପ୍ୟୁଟରକୁ କ୍ଲିନ ଓ ରିସେଟ କରିପାରିବେ । ଏହି ଫିଚର ପୁରା କମ୍ପ୍ୟୁଟରକୁ ସ୍କାନ କରିବ ଏବଂ କିଛି ସନ୍ଦେହଜନକ ତଥୟ ମିଳିବା ପରେ ଆପଣ ତାକୁ ଡିଲେଟ କରିବା ପାଇଁ କହିବ ।
ଅନେକଥର ଆପଣଙ୍କୁ ବନ୍ଧୁ ଆପଣଙ୍କ କମ୍ପ୍ୟୁଟର ବ୍ୟବହାର କରିବା ପାଇଁ ଚାହାଁନ୍ତି । ହେଲେ ଆପଣ ଚାହାଁନ୍ତିନି କି ସେ ଆପଣଙ୍କ କମ୍ପ୍ୟୁଟର ବ୍ୟବହାର କରୁ । ଏହି ସମୟରେ ଆପଣ ଗେଷ୍ଟ ମୋଡ ଅପ୍ସନ ବ୍ୟବହାର କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking