30.1 C
Bhubaneswar
Thursday, May 9, 2024
Homeଗଣତନ୍ତ୍ର ଦିବସ- 2024ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ

ଆଜି ଦେଶ ପାଳୁଛି ୭୫ ତମ ସାଧାରଣତନ୍ତ୍ର ଦିବସ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶରେ ପାଳିତ ହେବାକୁ ଯାଉଛି ୭୫ ତମ ସାଧାରଣତନ୍ତ୍ର ଦିବସ। ପ୍ରତିବର୍ଷ ଜାନୁଆରୀ ୨୬ ତାରିଖରେ ପାଳିତ ହେଉଥିବା ଜାନୁଆରୀ ୨୬ ତାରିଖରେ ପାଳିତ ହେଉଥିବା ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହୋଇଥାଏ ପ୍ୟାରେଡ୍। ଯାହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏହା ଏକ ଗର୍ବର ମୁହୂର୍ତ୍ତ। ଯାହାକୁ ଅଧିକାଂଶ ଦେଶବାସୀ ଟିଭି ମାଧ୍ୟମରେ ଦେଖିଥାନ୍ତି। ହେଲେ ଯଦି ଆପଣ ଟିଭି ବଦଳରେ ସିଧାସଳଖ ପ୍ୟାରେଡ୍ ଦେଖିବାକୁ ଚାହୁଁଛନ୍ତି, ତାହେଲେ ଆପଣ ଟିକେଟ୍ ବୁକିଂ କରି ସାଧାରଣତନ୍ତ୍ର ଦିବସ ପ୍ୟାରେଡ ଦେଖିପାରିବେ। ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ ଦେଖିବା ପାଇଁ ସରକାର ସୀମିତ ସଂଖ୍ୟକ ଅନଲାଇନ୍ କିମ୍ବା ଅଫଲାଇନ୍ ଟିକେଟ୍ ପ୍ରଦାନ କରିଥାନ୍ତି। ଯଦି ଆପଣ ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ହେଉଥିବା ପ୍ୟାରେଡ୍ ଦେଖିବାକୁ ଚାହାଁନ୍ତି, ତାହେଲେ ଆପଣଙ୍କ ଲାଗି ଅନଲାଇନ୍ ଟିକେଟ୍ ବୁକିଂ କରିବା ହେଉଛି ଏକମାତ୍ର ବିକଳ୍ପ। ୧୯୫୦ ମସିହା ଜାନୁଆରୀ ୨୬ ତାରିଖରୁ ସାଧାରଣତନ୍ତ୍ର ଦିବସରୁ ପ୍ୟାରେଡ ଆୟୋଜିତ ହୋଇଆସୁଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking