32.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ନୂଆଦିଲ୍ଲୀ : ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ଆଜି ଏହି ଦିନରେ ସାରା ବିଶ୍ୱରେ ମହିଳା ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି । ମହଳାଙ୍କ ଅଧିକାର ହେଉ ବା ସମାଜରେ ସମାନତା ,ଆଗକୁ ବଢୁଥିବା ଓ ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ପ୍ରତ୍ୟେକଟି ନାରୀକୁ ସମ୍ମାନିତ କରିବାର ଦିନ ହେଉଛି ଅନ୍ତଅନ୍ତର୍ଜାତୀୟ ମହିଳା ଦିବସ ।

ଏହି ଅବସରରେ ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମହିଳା ମାନଙ୍କୁ ଶୁଭକାମନା ଜଣାଇଛନ୍ତି । ରାଷ୍ଟ୍ରପତି କହିଛନ୍ତି ଯେ, ‘ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମସ୍ତ ଦେଶବାସୀଙ୍କୁ ମୋର ଶୁଭେଚ୍ଛା । ଆମ ଦେଶର ମହିଳାମାନେ ଅନେକ କ୍ଷେତ୍ରରେ ଉପଲବ୍ଧିର ନୂତନ କୀର୍ତ୍ତୀ ଅର୍ଜିଛନ୍ତି । ଆସନ୍ତୁ ଆଜି ଦିନରେ ଆମେ ସମସ୍ତେ ମହିଳା ଓ ପୁରୁଷଙ୍କ ମଧ୍ୟରେ ଥିବା ଅସମାନତାକୁ ସମାପ୍ତ କରିବାକୁ ସଂକଳ୍ପ ନେବା’ ।

ପ୍ରଧାମନ୍ତ୍ରୀ ମୋଦୀ ମହିଳା ଦିବସ ଉପଲକ୍ଷେ ଶୁଭେଚ୍ଛା ଜଣାଇ କହିଛନ୍ତି ଯେ, ‘ଅନ୍ତର୍ଜାତୀୟ ମହିଳା ଦିବସରେ ନାରୀଶକ୍ତିଙ୍କୁ ମୋର ସଲାମ । ଭାରତକୁ ମହିଳା ମାନେ ଆମ ଦେଶର ଗର୍ବ । ଅନେକ କ୍ଷେତ୍ରରେ ମହିଳା ଶସକ୍ତୀକରଣକୁ ଆଗକୁ ବଢାଇବା ପାଇଁ ସୁଯୋଗ ମିଳିୁଥିବାରୁ ଏହା । ଆମ ସରକାର ପାଇଁ ଗର୍ବ’ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking