38.1 C
Bhubaneswar
Friday, April 26, 2024
Homeରାଶିଫଳଆଜିର ରାଶିଫଳ

ଆଜିର ରାଶିଫଳ

ମେଷ : ଆଜି ମାଙ୍ଗଳିକ କାର୍ଯ୍ୟ ପାଇଁ ଆଲୋଚନା କରିପାରନ୍ତି । ବିପଦରେ ପଡ଼ି ହଇରାଣ ହେବେ । ବନ୍ଧୁ ସହଯୋଗ ମିଳିବ । ସାମାଜିକ ସମ୍ପର୍କ ବଢ଼ିବ ।
ବୃଷ : ଆଜି ଗୃହରେ ମନୋମାଳିନ୍ୟ ଘଟିପାରେ । ଉଦବେଗ ପ୍ରକାଶ କରିବେ । ଅସୁବିଧା ଏଡ଼ାଇପାରିବେ । ବିପଦରେ ପଡ଼ି ମଧ୍ୟ ଭାଇକୁ ସାହାଯ୍ୟ କରିବେ ।
ମିଥୁନ : ବହୁଦିନର ମତାନ୍ତର ତାହା ଆଜି ସମାଧାନ ହେବ । ଅବାଂଚିତ ପରିସ୍ଥିତି ଉପୁଜିବ । ହଠାତ ବିପଦରେ ପଡ଼ିପାରନ୍ତି । ଯାତ୍ରାଦିରେ ଆଗ୍ରହ ବଢ଼ିବ । ପରିଶ୍ରମ ମଧ୍ୟମ ହେବ ।
କର୍କଟ : ମାନସିକ ଦୁଶ୍ଚିନ୍ତା ବଢ଼ିବ । ମାଙ୍ଗଳିକ କାର୍ଯ୍ୟରେ ମନ ବଳାଇବେ । ମା’ଙ୍କ ସ୍ୱାସ୍ଥ୍ୟ ପାଇଁ ଚିନ୍ତା କରିବେ । ଅର୍ଥାଭାବ ଏଡ଼ାଇପାରିବ ।
ସିଂହ: ବହୁଦିନରୁ ରହୁଥିବା ଅର୍ଥଭାବ ଏଡ଼ାଇପାରିବେ । ସଂଚୟ କରିବାରେ ମନ ବଳିବ । ଆର୍ଥିକ ଅବସ୍ଥାରେ ପରିବର୍ତନ ଦେଖାଯିବ । ଉଦଯୋଗୀ ହୋଇପାରନ୍ତି ।
କନ୍ୟା : ପରିବେଶ ସୁଖକର ହେବ । କାର୍ଯ୍ୟରେ ଉନ୍ନତି ଘଟିପାରେ । ପୈତୃକ ସମ୍ପତିକୁ ନେଇ ଗଣ୍ଡଗୋଳ ଉପୁଜିବ । ବନ୍ଧୁ ପାଖରେ ନିନ୍ଦିତ ହେବେ ।
ତୁଳା : ଆର୍ଥିକ ଅବସ୍ଥାରେ ଉନ୍ନତି ହେବ । ଆଶାବାଦୀ ହେବେ । ଆୟ ଆପଣଙ୍କର କମିବ । ଧାତୁ ପଦାର୍ଥ ପାଇପାରନ୍ତି । ମାନସିକ ଭାରସାମ୍ୟ ହରାଇବେ ।
ବିଛା : ବାଦ ବିବାଦ ଲାଗି ରହିବ । କାର୍ଯ୍ୟରେ ବିଭ୍ରାଟ ସୃଷ୍ଟି ହେବ । ଦୁଃସାହସ କରିବେ । ଦୁର୍ବଳ ବୋଧ କରିବେ । ଚିନ୍ତାରୁ ମୁକ୍ତି ମିଳିବ ।
ଧନୁ : ଆର୍ଥିକ ଲାଭ ଘଟିବ । ଦେବପୂଜା କରିବେ । କର୍ମକ୍ଷେତ୍ରରେ ଶାନ୍ତି ପାଇବେ । ପରିଶ୍ରମରୁ ଉନ୍ନତି ମିଳିପାରେ । ଦୁଃଖିତ ହେବା ଅନୁଚିତ ।
ମକର : ଆଜି ସକାଳୁ ସକାଳୁ ବନ୍ଧୁ ମିଳନ ହେବ । ପୈତୃକ ସମ୍ପତି ଉଦ୍ଧାର କରିପାରନ୍ତି । ଶିକ୍ଷାକ୍ଷେତ୍ରରେ ଆଗ୍ରହ ବଢ଼ିବ । ଆୟ ମଧ୍ୟମ ଧରଣର ରହିବ ।
କୁମ୍ବ : ଆଜି ଆପଣଙ୍କର ଚିନ୍ତା ଦୂର ହୋଇଯିବ । ମାନସମ୍ମାନ ବୃଦ୍ଧି ପାଇବ । କଳହରେ ପଡ଼ିପାରନ୍ତି । ବନ୍ଧୁ ସାହାଯ୍ୟ ମିଳିବ । ମହିଳାମାନେ ଦୁଃଖ ପ୍ରକାଶ କରିବେ ।
ମୀନ : ଆତ୍ମୀୟ ବିରୋଧ ଘଟିବ । ପୈତୃକ ସମ୍ପତି ଯୋଗୁ ମାଲିମୋକଦ୍ଦମା ସୃଷ୍ଟି ହେବ । ଧର୍ମ ବିଶ୍ୱାସ ଉପୁଜିବ । ସେବା ମୂଳକ କାର୍ଯ୍ୟରେ ଆଗ୍ରହୀ ହେବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking