39.1 C
Bhubaneswar
Friday, April 26, 2024
Homeକରୋନାଆମେରିକାରେ ଗୋଟିଏ ଦିନରେ ହଜାର ମୃତ୍ୟୁ

ଆମେରିକାରେ ଗୋଟିଏ ଦିନରେ ହଜାର ମୃତ୍ୟୁ

ଓ୍ବାଶିଂଟନ : କରୋନା ସଂକ୍ରମଣ ଯୋଗୁ ଆମେରିକାରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢ଼ିଚାଲିଛି। ବୁଧବାର ସୁଦ୍ଧା ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦୬, ୨୦୭ରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୪, ୫୪୨ ହୋଇଛି । ଗୋଟିଏ ଦିନରେ ଏଠାରେ ୧୦୦୦ ଜଣ ଲୋକଙ୍କ ମୃତ୍ୟୁ ଘଟିଛି। ଗତ ୩ ଦିନ ମଧ୍ୟରେ ଏଠାରେ ମୃତକଙ୍କ ସଂଖ୍ୟା ୨ ଗୁଣା ହୋଇଛି। ଦେଶରେ ୧ ଲକ୍ଷ ୮୯ ହଜାରରୁ ଅଧିକ ସଂକ୍ରମିତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରୁ କେତେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଆସନ୍ତା ୨ ସପ୍ତାହ ପର୍ଯ୍ୟନ୍ତ ଆମେରିକାରେ ସ୍ଥିତି ଏଭଳି ରହିବ ବୋଲି କୁହାଯାଉଛି । ପରେ ସ୍ଥିତିରେ ସୁଧାର ଆସିବାର ଆଶା ଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
https://onakhabar.com/2020/04/02/russia-president-in-isolation/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking