28.9 C
Bhubaneswar
Sunday, May 5, 2024
Homeଓଡିଶାବିନା ସ୍ୱୀକୃତିରେ ଚାଲୁଛି ୨୫୩୧ ସ୍କୁଲ

ବିନା ସ୍ୱୀକୃତିରେ ଚାଲୁଛି ୨୫୩୧ ସ୍କୁଲ

ଭୁବନେଶ୍ୱର: ରାଜ୍ୟରେ ଥିବା ଘରୋଇ ସ୍କୁଲ ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀ ଉତ୍ତର ରଖିଛନ୍ତି । ସେ କହିଛନ୍ତି, ରାଜ୍ୟରେ ସମୁଦାୟ ୬୭୬୭ଟି ଘରୋଇ ସ୍କୁଲ ରହିଛି । ସେଥିରୁ ୪୨୩୬ଟି ସ୍କୁଲକୁ ସ୍ୱୀକୃତି ମିଳିଛି ଏବଂ ୨୫୩୧ଟି ସ୍କୁଲକୁ ମିଳିନି । କିଛି ସ୍କୁଲ ଉପଯୁକ୍ତ ମାନଦଣ୍ଡ ପୂରଣ କରିନଥିବାରୁ ସ୍ୱୀକୃତି ମିଳିନଥିବା ସେ କହିଛନ୍ତି । ଅଣସ୍ୱୀକୃତିପ୍ରାପ୍ତ ସ୍କୁଲକୁ ସୋ କଜ୍ ସହ ବନ୍ଦ ପାଇଁ ପଦକ୍ଷେପ ନିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking