29.1 C
Bhubaneswar
Monday, May 6, 2024
Homeଓଡିଶାନବୀନଙ୍କ ଦୁଇଟି ଆସନରୁ ଲଢିବା ପଛର ରହସ୍ୟ କହିଲେ ସମୀର

ନବୀନଙ୍କ ଦୁଇଟି ଆସନରୁ ଲଢିବା ପଛର ରହସ୍ୟ କହିଲେ ସମୀର

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢିବା ପ୍ରସଙ୍ଗରେ ବିଜେପିର ଟାର୍ଗେଟ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କଲେ ବିଜେପି ନେତା ସମୀର ମହାନ୍ତି । ଗୁମାସ୍ତା, ରିମୋଟ କଣ୍ଟ୍ରୋଲରେ ଚାଲିଛି ରାଜ୍ୟ ସରକାର । ବିପଦରେ ଗଣତନ୍ତ୍ର, ସଭାରେ କେବଳ ଗୋଟିଏ ନେତା । ମୁଖ୍ୟମନ୍ତ୍ରୀ ଦୁଇଟି ଆସନରୁ ଲଢିବା ପଛର ଉଦ୍ଦେଶ୍ୟ ରହିଛି । ଗୋଟିଏ ଆସନ ଛାଡିବେ ବାବୁଙ୍କ ପାଇଁ, ତାଙ୍କୁ ଦାୟିତ୍ୱ ଦେବେ । ପାଣ୍ଡିଆନଙ୍କୁ ପଛଦ୍ୱାର ବାଟେ ପ୍ରବେଶ କରାଇ ଶାସନଭାର ଦେବାର ଚକ୍ରାନ୍ତ । ମୁଖ୍ୟମନ୍ତ୍ରୀଙ୍କ ଏଭଳି ଯୋଜନାକୁ ସଫଳ କରାଇ ଦେବୁନି କହିଲେ ସମୀର ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking